Masthead

ଆସିଲା ସ୍ପୁଟନିକ-ଭି, ଜାଣନ୍ତୁ ମୂଲ୍ୟ କେତେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଋଷ ଟିକା ସ୍ପୁଟନିକ-ଭିର ଦର ୯୪୮ ଟଙ୍କା ଧାର୍ୟ୍ୟ କରାଯାଇଛି । ଭାରତରେ ଏହି ଦରରେ ଉପଲବ୍ଧ ହେବ ସ୍ପୁଟନିକ-ଭି । ପ୍ରତି ଡୋଜ୍ ଉପରେ ୫ ପ୍ରତିଶତ ଜିଏସଟି ଦେବାକୁ ପଡିବ । ଏନେଇ ସୂଚନା ଦେଇଛି ଡକ୍ଟର ରେଡ୍ଡି ଲାବରୋଟେରୀ । ଆଜି ହାଇଦ୍ରାବାଦସ୍ଥିତ ‘ଡକ୍ଟର୍‌ ରେଡିସ୍‌ ଲାବ୍ରଟରି’ରେ ‘ସ୍ପୁଟ୍‌ନିକ୍‌-୫’ର ପ୍ରଥମ ଡୋଜ୍‌ ନେଇଛନ୍ତି ‘କଷ୍ଟୁ୍ମ୍‌ ଫାର୍ମା ସର୍ଭିସ୍‌’ ବୈଶ୍ବିକ ମୁଖ୍ୟ ଦୀପକ ସାପ୍ରା ।

ଏବେ ଆମଦାନି ହେଉଥିବା ଏହି ଟିକାର ‘ମ୍ୟାକ୍ସିମମ୍‌ ରିଟେଲ୍‌ ପ୍ରାଇସ୍‌’ ରହିଛି ୯୪୮ ଟଙ୍କା । ଡୋଜ୍‌ପିଛା ଟିକା ଉପ‌ରେ ୫% ‘ଜିଏସ୍‌ଟି’ ଲାଗୁ କରାଯାଉଛି। ସ୍ୱଦେଶରେ ଉତ୍ପାଦନ ଓ ଯୋଗାଣ ଆରମ୍ଭ ହେଲେ ଏହାର ଦର ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ‘ଡକ୍ଟର୍‌ ରେଡିସ୍‌ ଲାବ୍ରଟରିସ୍‌’ ସୂଚନା ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ