Masthead

ଘରେ କଳାକନା ବୁଲାଇଲେ ଚୋର

ଭୁବନ(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ଆତଙ୍କ ସୃଷ୍ଟି କଲେଣି ଚୋର। କେତେବେଳେ ରାସ୍ତାରେ ଗାଡି ଅଟକାଇ ଚୋରୀ କରୁଛନ୍ତି ତ କେତେବେଳେ ଲୋକଙ୍କ ଘରେ ପଶି କଳାକନା ବୁଲାଇଦେଉଛନ୍ତି । ରବିବାର ରାତିରେ ଭୁବନ ଥାନା ଅନ୍ତର୍ଗତ ଲତାବିଲର ଦୁଇଟି ଘରେ ପଶି ଟଙ୍କା ଓ ସୁନା ଲୁଟି ନେଇଛନ୍ତି ଲୁଟେରା ।

ଜୋତା ଦୋକାନୀ ଭୋଳେଶ୍ବର ସାହୁଙ୍କ ଘରୁ ଦୁଇହଳ ନୂଆ ଜୋତା ଓ ପାଖାପାଖି ଏକ ଲକ୍ଷ ଟଙ୍କା ସହ ପାଞ୍ଚ ଭରିରୁ ଊର୍ଦ୍ଧ୍ବ ସୁନା ଆଲମାରୀ ଖୋଲି ଲୁଟି ନେଇଛନ୍ତି। ସେହିପରି ଚୁଗଲି ବାହାଲିଆଙ୍କ ଘରୁ ୪୦ ହଜାର ଟଙ୍କା ସହ ଦୁଇ ଭରିରୁ ଊର୍ଦ୍ଧ୍ବ ସୁନା ମଧ୍ୟ ଲୁଟି ନେଇଛନ୍ତି । ଚୁଗୁଲିଙ୍କ ଘରେ ଚୋର ନିଜ ଜୋତା ଛାଡି ପଳାଇଥିବା ବେଳେ ନିକଟସ୍ଥ ବିଲରେ କିଛି ଚୋରୀ ଜିନିଷପତ୍ର ପକାଇ ପଳାଇ ଯାଇଛନ୍ତି। ଭୁବନ ପୋଲିସ ଜଣକୁ ଅଟକ ରଖି ଏହାର ତଦନ୍ତ ଚଳାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ