Masthead

ସୁନ୍ଦରୀ ଙ୍କୁ ସମନ !

ବଡ଼ ଖବର ବ୍ୟୁରୋ ।
ସୁଶାନ୍ତ ସିଂ ରାଜପୁତ ଙ୍କ ହତ୍ୟା ମାମଲା ଦିନକୁ ଦିନ ଗୋଟିଏ ପରେ ଗୋଟିଏ ନୂଆ ଅଧ୍ୟାୟ ଖୋଲି ଖୋଲି ଯାଉଛି।
ଗୋଟିଏ ପରେ ଗୋଟିଏ ବଲିଉଡ୍ ର ତାରକା ଏହି ଭିତରେ ଛନ୍ଦି ହୋଇ ଯାଉଛନ୍ତି। ପ୍ରଥମେ ରିୟା ଚକ୍ରବର୍ତ୍ତୀ ତାପରେ ତାଙ୍କ ଭାଇ
ଆଊ ବର୍ତ୍ତମାନ ବିବାଦ ଘେର ରେ ବଲିଉଡ୍ ର ତିନି ପ୍ରମୁଖ ଅଭିନେତ୍ରୀ । ସୂଚନା ମୁତାବକ ଡ୍ରଗସ୍ ଲିଙ୍କ୍ ମାମଲା ରେ
ଦୀପିକା ପଡୁକୋନ, ସାରା ଅଲ୍ଲୀ ଖାଁ , ଶ୍ରଦ୍ଧା କପୂର୍ ଙ୍କୁ ଏନ୍ ସି ବି ର ଜେରା ପାଇଁ ଦିଆ ଯାଇଥିଲା ସମନ୍ ଯାହାକି ସାରା ଦେଶ ରେ ସମସ୍ତଙ୍କୁ ଚକିତ କରିଥିଲା। ଏହାର ସିଧା ଅର୍ଥ ବୟାନ କରୁଛି ଯେ ନିଶା ନିବାରଣ ପାଇଁଁ ବିଜ୍ଞାପନ କରି ଜନ ସାଧାରଣ ଙ୍କୁ ସଚେତନ କରାଉଥିବା ଏହି ଅଭିନେତ୍ରୀ ମାନେ ବୋଧ ହୁଏ ନିଜର ର ହାଇ କ୍ଲାସ୍ ବେଶ ବୁସା ସାଙ୍ଗରେ ହାଇ କ୍ଲାସ୍ ନିଶା ଦ୍ରବ୍ୟ ମଧ୍ୟ ସେବନ କରିଥାନ୍ତି। ସତରେ କଣ ଡ୍ରଗସ୍ ମାଫିଆ ଙ୍କ ଗଡ଼ ପାଲଟିଛି ପୁରା ବଲିଉଡ୍ ।
ବଲିଉଡ ଡ୍ରଗ୍ସ ର୍ୟାକେଟର ସିଣ୍ଡିକେଟ୍ କୁ ଉଚ୍ଛେଦ କରିବାକୁ ଏନସିବି ଦାବି କରୁଛି, କିନ୍ତୁ ଏପର୍ଯ୍ୟନ୍ତ କେବଳ ଅଭିନେତ୍ରୀଙ୍କ ନାମ ଏହାର ଟାର୍ଗେଟରେ ଆସିଛି କିମ୍ବା ଲିକ୍ ହୋଇଥିବା ସମସ୍ତ ଚାଟ୍ ରେ। ତେବେ ପ୍ରଶ୍ନ ହେଉଛି, କେବଳ ଅଭିନେତ୍ରୀମାନେ ବଲିଉଡରେ ଡ୍ରଗ୍ସ ନିଅନ୍ତି ଏବଂ ଅଭିନେତା ନୁହଁନ୍ତି?
ଯାହା ବର୍ତ୍ତମାନ ସିନେ ପ୍ରେମୀ ଙ୍କ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ