Masthead

ବାହାରିଲା ବ୍ଲାକ ଫଙ୍ଗସର ଔଷଧ

ଭୋପାଲ(ବଡ଼ ଖବର ବ୍ୟୁରୋ): ବ୍ଲାକ ଫଙ୍ଗସର ଔଷଧ ବାହାରିଲା । ମଧ୍ୟପ୍ରଦେଶ ଇନ୍ଦୋରର ଏକ ଫାର୍ମା କମ୍ପାନୀ ଏହି ଔଷଧ ବାହାର କରିଛି । ବ୍ଲାକ୍ ଫଙ୍ଗସର ରାମବାଣ ବାହାର କରିବା ପାଇଁ ଇନ୍ଦୋରର ମଡର୍ଣ୍ଡ ଲାବୋରୋଟୋରୀକୁ କେନ୍ଦ୍ର ସରକାର ଅନୁମତି ଦେଇଥିଲେ । ବହୁ ପରୀକ୍ଷା ନିରୀକ୍ଷା ପରେ ବ୍ଲାକ୍ ଫଙ୍ଗସ, ହ୍ୱାଇଟ୍ ଫଙ୍ଗସ ଓ ୟେଲୋ ଫଙ୍ଗସର ଔଷଧ ପ୍ରସ୍ତୁତ କରାଯାଇଛି ବୋଲି ଲାବୋରୋଟୋରୀ ମାଲିକ ଅନିଲ ଖରିଆ କହିଛନ୍ତି ।

ସେ କହିଛନ୍ତି ଦୈନିକ ୧୦ହଜାର ଔଷଧ ତାଙ୍କ ଲାବୋରୋଟୋରୀରେ ପ୍ରସ୍ତୁତ ହୋଇପାରିବ । ଏହାର ବଜାର ଦର ୩ହଜାର ଟଙ୍କା ହେବ । ତେବେ ସରକାରଙ୍କୁ ୧୫୦୦ଟଙ୍କାରେ ଯୋଗାଇଦେବାକୁ ପ୍ରସ୍ତୁତ ଥିବା ଅନିଲ ଖରିଆ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ