Masthead

ଭାରତ ଫେରିଲେ ଅଦର ପୁନାୱାଲାଙ୍କ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କର: ବମ୍ବେ ହାଇକୋର୍ଟ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଅଦର ପୁନାୱାଲା ଭାରତ ଫେରିବେ । ତେବେ ଏହା ଆଗରୁ ତାଙ୍କ ସୁରକ୍ଷା କଥା ଚିନ୍ତା କରିବାକୁ ମହାରାଷ୍ଟ୍ର ସରକାରଙ୍କୁ କହିଛନ୍ତି ବମ୍ବେ ହାଇକୋର୍ଟ । ସିରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲାଙ୍କୁ ଟିକା ଯୋଗାଣ ନେଇ ବହୁ ଧମକ ପୂର୍ଣ୍ଣ କଲ ଓ ମେସେଜ ଆସୁଥିବା ଅଭିଯୋଗ କରି ସେ କିଛିଦିନ ତଳେ ଇଂଲଣ୍ଡ ଚାଲିଯାଇଥିଲେ ।

ବିଚାରପତି ଏସଏସ ସିନେ୍ଧ ଓ ଅଭୟ ଆହୁଜାଙ୍କୁ ନେଇ ଗଠିତ ଏକ ବେଞ୍ଚ କହିଛନ୍ତି ଯେ, କରୋନା ନିରୋଧୀ ଟିକା ଉତ୍ପାଦନ କରି ପୁନାୱାଲା ଦେଶ ଲାଗି ମହାନ ସେବା କରୁଛନ୍ତି । ତେଣୁ ତାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ଧ୍ୟାନଦେବା ଆବଶ୍ୟକ । ପୁନାୱାଲାଙ୍କୁ ଜେଡ+ ସିକ୍ୟୁରିଟି ଯୋଗାଇବାକୁ କୋର୍ଟରେ ପିଟିସନ ଦାଖଲ ହୋଇଥିଲା ଯାହାର ଶୁଣାଣି କରି କୋର୍ଟ ଏପରି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’