Masthead

ହୁ ହୁ ହୋଇ ବଢ଼ୁଛି ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ୍ ଦର। ଓଡ଼ିଶାର କିଛି ସ୍ଥାନରେ ପେଟ୍ରୋଲ ଦର ଲିଟର୍ ପିଛା ସେଞ୍ଚୁରୀ ମାରିଲାଣି। ଆଗ କାଲିମେଳା, ପରେ ମାଲାକାନଗିରି, ଆଉ ସୋମବାର କୋରାପୁଟ ସାଙ୍ଗକୁ ଜୟପୁର ସହରରେ ପେଟ୍ରୋଲ ଦର ସେଞ୍ଚୁରୀ ମାରିଛି। ଗୋଟିଏ ପଟେ କରୋନାରେ ଲୋକଙ୍କ ଆର୍ଥିକ ସ୍ଥିତି ଦୟନୀୟ ଥିବା ବେଳେ ଏପଟେ ତୈଳ ଦରରେ ଆକାଶଛୁଆଁ ହୋଇଛି ।

ପେଟ୍ରୋଲ ସହ ଡିଜେଲ ଦର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ମାଲକାନଗିରିରେ ପେଟ୍ରୋଲ ଦର ଲିଟର୍ ପିଛା ୧୦୧ ଟଙ୍କା ୧୮ ପଇସା, ଡିଜେଲ୍ ଲିଟର୍ ପିଛା ୯୮ ଟଙ୍କା ୪୨ ପଇସା, କୋରାପୁଟରେ ପେଟ୍ରୋଲ ୧୦୦ ଟଙ୍କା ୨୭, ଡିଜେଲ୍ ୯୮ ଟଙ୍କା ୪, ଭୁବନେଶ୍ୱର ପେଟ୍ରୋଲ ୯୬ ଟଙ୍କା ୧୧, ଡିଜେଲ୍ ୯୪ ଟଙ୍କା ୦୧, କଟକରେ ପେଟ୍ରୋଲ ୯୬ ଟଙ୍କା ୩୭, ଡିଜେଲ୍ ୯୪ ଟଙ୍କା ୨୬, ବ୍ରହ୍ମପୁରରେ ପେଟ୍ରୋଲ ୯୭ ଟଙ୍କା ୪୭, ଡିଜେଲ ୯୫ ଟଙ୍କା ୩୩, ରାଉରକେଲାରେ ପେଟ୍ରୋଲ ୯୭ ଟଙ୍କା ୨୩ ଓ ଡିଜେଲ୍ ଲିଟର ୯୪ ଟଙ୍କା ୯୩ ପଇସା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା