Masthead

ସଂସଦୀୟ କମିଟି ଆଗରେ ହାଜର ହେବେ ସାମାଜିକ ଗଣମାଧ୍ୟମର ଅଧିକାରୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ଅପରାହ୍ନ ୪ଟାରେ ପାର୍ଲାମେଣ୍ଟାରି ଷ୍ଟାଣ୍ଡିଂ କମିଟି ଅଡଫ ଇନଫରମେସନ ଆଣ୍ଡ ଟେକନୋଲୋଜି ସମ୍ମୁଖରେ ହାଜର ହେବେ । ସାମାଜିକ ଗଣମାଧ୍ୟମର ଅପବ୍ୟବହାର କିଭଳି ପ୍ରତିରୋଧ କରାଯିବ ସେ ନେଇ ମତ ଉପସ୍ଥାପନା କରିବେ ଟ୍ୱିଟର ଅଧିକାରୀ । କଂଗ୍ରେସ ନେତା ଶଶି ଥରୁରଙ୍କ ନେତୃତ୍ୱରେ ସଂସଦୀୟ କମିଟି ଟ୍ୱିଟରର ଉପର ଅଧିକାରୀ ମାନଙ୍କୁ ଡକାଇଛନ୍ତି । ତେବେ କେବଳ ଟ୍ୱିଟର ନୁହେଁ ଫେସବୁକ ସମେତ ଅନ୍ୟ କେତେକ ସାମାଜିକ ଗଣମାଧ୍ୟମକୁ ମଧ୍ୟ ଡକାଇଛନ୍ତି ଏହି କମିଟି । ସାମାଜିକ ଗରମାଧ୍ୟମର ଅପବ୍ୟବହାର ରୋକିବା ସହ ନାଗରିକଙ୍କ ଅଧିକାରର ସୁରକ୍ଷା ରଖିବା ବିଷୟରେ ଏଥିରେ ଆଲୋଚନା ହେବ ।

ଜୁନ୍ ୧୮ ‘ଷ୍ଟାଣ୍ଡିଙ୍ଗ୍‌ କମିଟି’ ନୋଟିସ୍‌ ଅନୁସାରେ, ‘ଟୁଇଟର୍‌’ର ପ୍ରତିନିଧିମାନଙ୍କ ମତାମତ ଶୁଣାଣି ଏବଂ ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ମହିଳାମାନଙ୍କ ସୁରକ୍ଷା ଉପରେ ସ୍ବତନ୍ତ୍ର ଗୁରୁତ୍ବ ଦେବା ସହ ନାଗରିକମାନଙ୍କ ଅଧିକାର ସୁରକ୍ଷା ଓ ସାମାଜିକ ଗଣମାଧ୍ୟମ/ଅନ୍‌ଲାଇନ୍‌ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକର ଅପବ୍ୟବହାର ପ୍ରତିରୋଧ କରିବା ବିଷୟରେ ‘ଇଲେକ୍ଟ୍ରୋନିକ୍‌ ଟେକ୍ନୋଲୋଜି’ର ପ୍ରତିନିଧିମାନେ ଉପସ୍ଥାପନ କରିବାକୁ ଥିବା ପ୍ରମାଣମାନ ପ୍ରସଙ୍ଗ ଆଜିର ଆଜେଣ୍ଡାରେ ରହିଛି। ତେବେ ଲୋକସଭା ସଚିବାଳୟ ଏହି ନୋଟିସ ଜାରି କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!