ସ୍ନାତକୋତ୍ତର ପାଠ୍ୟକ୍ରମରେ ଲାଲଗଡ଼ର ଶାନ୍ତି କନ୍ୟା

ନବରଙ୍ଗପୁର(ବଡ଼ ଖବର ବ୍ୟୁରୋ): ଓଡିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟ ସମ୍ବଲପୁରର ସ୍ନାତକୋତ୍ତର ଶେଷ ବର୍ଷ ଓଡ଼ିଆ ପାଠ୍ୟକ୍ରମରେ ସ୍ଥାନ ପାଇଲା “ଲାଲଗଡ଼ର ଶାନ୍ତି କନ୍ୟା” । ନବରଙ୍ଗପୁରର ମୁନ୍ନା ତ୍ରିପାଠୀ ଏହି ପୁସ୍ତକାର ରଚୟିତା । କାଦମ୍ବିନୀ ତ୍ରିପାଠୀ ନବରଙ୍ଗପୁର ସହରର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଜଗନ୍ନାଥ ତ୍ରିପାଠୀଙ୍କ ଘରକୁ ବୋହୂ ହୋଇ ଆସିଥିଲେ । ଶ୍ୱଶୁର ଜଗନ୍ନାଥଙ୍କ ସମାଜସେବାକୁ ସେ ଅନୁସରଣ କରିଥିଲେ । ପରେ ସମାଜସେବାରେ ନିଜକୁ ସାମିଲ କରିଥିଲେ କାଦମ୍ବିନୀ ।

ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଓ ପଡ଼ୋଶୀ ଜିଲ୍ଲାରେ ଘଟୁଥିବା ନାରୀ ନିର୍ୟାତନା, ଦୁଷ୍କର୍ମ ପୀଡ଼ିତାଙ୍କ ସ୍ୱର ସାଜିଛନ୍ତି କାଦମ୍ବିନୀ । ସେମାନଙ୍କୁ ନ୍ୟାୟ ପ୍ରଦାନ ଦିଗରେ ଚେଷ୍ଟା ଜାରି ରଖିଛନ୍ତି । ତାଙ୍କ ଉତ୍ସର୍ଗିକୃତ ସେବା ପାଇଁ ତାଙ୍କୁ ଜିଲ୍ଲା ତଥା ରାଜ୍ୟସ୍ତରରେ ମିଳିଛି ଅନେକ ସମ୍ମାନ ଓ ସ୍ୱୀକୃତି । କାଦମ୍ବିନୀଙ୍କ ସମାଜ ସେବାର ୨୭ଟି ସଫଳ କାହାଣୀକୁ ନେଇ ଏକ ପୁସ୍ତକ ଋକ୍ଟ୍ରନା କରିଛନ୍ତି ତାଙ୍କ ସ୍ୱାମୀ ମୁନ୍ନା ତ୍ରିପାଠୀ । ଯାହାର ନାଁ ଦେଇଛନ୍ତି ” ଲାଲଗଡ଼ର ଶାନ୍ତି କନ୍ୟା ” ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 ଚୌଦ୍ୱାର ଜେଲ କଳି ବଢାଇଲା ଅଡ଼ୁଆ 🔴 ଭଞ୍ଜନଗର ଗିଡ଼ିପାବାଲି ଗାଁରେ ଧସିଲା ପାହାଡ଼, ୧୨ ନିଖୋଜ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’