Masthead

ସୌମ୍ୟ ସସପେନ୍ସ: ଜିଲ୍ଲାପାଳଙ୍କୁ ହୋଇପାରେ ଜେରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ଆସିଛି ଚାଞ୍ଚଲ୍ୟ କର ତଥ୍ୟ । ତଦନ୍ତ ପରିସରକୁ ଆସିପାରନ୍ତି ଜିଲ୍ଲାପାଳ । ଡିଏଫଓଙ୍କ ଜଗୁଆଳିଙ୍କ ବୟାନ ଅନୁସାରେ ଘଟଣା ଦିନ ରାତିରେ ସେଠାରେ ଉପସ୍ଥିତ ଥିଲେ ଜିଲ୍ଲାପାଳ । ଏହି ତଥ୍ୟ ସାମ୍ନାନାକୁ ଆସିବା ପରେ ଘଟଣା ରୋଚକ ମୋଡ ନେଇଛି ।

ସେପଟେ ଆବଶ୍ୟକ ହେଲେ ଜିଲ୍ଲାପାଳଙ୍କୁ ତଦନ୍ତ ପରିସର ଭୁକ୍ତ କରାଯିବ ବୋଲି ସ୍ପଷ୍ଟ କରିଛି କ୍ରାଇମବ୍ରାଞ୍ଚ । ଜିଲ୍ଲାପାଳଙ୍କ ଉପସ୍ଥିତିକୁ ନେଇ ଚାଞ୍ଚଲ୍ୟକର ବୟାନ ଆସିବାର ଇତି ମଧ୍ୟରେ ଦୀର୍ଘ ସମୟ ବିତି ସାରିଥିଲେ ମଧ୍ୟ ଜିଲ୍ଲାପାଳ ଏଯାଏଁ ମୁହଁ ନଖୋଲିବା ଘଟଣାକୁ ଆହୁରି ରହସ୍ୟାବୃତ କରିଛି । କ୍ରାଇମବ୍ରାଞ୍ଚର ମାରାଥନ ଜେରାବେଳେ ଜିଲ୍ଲାପାଳଙ୍କ ଉପସ୍ଥିତି ନେଇ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ଡିଏଫଓଙ୍କ ଜଗୁଆଳି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର