Masthead

ମନି ଲଣ୍ଡ୍ରିଂ ମାମଲାରେ ଫସିଲେ ଅଭିନେତ୍ରୀ ଜ୍ୟାକଲିନ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ମନି ଲଣ୍ଡ୍ରିଂ ମାମଲାରେ ଫସିଲେ ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ । ଟଙ୍କା ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଭେଟିଛି । ପ୍ରାୟ ୫ ଘଣ୍ଡା ହେଲା ଇଡି ପଚରାଉଚରା କରୁଥିବାର ସୁଚନା ମିଳିଛି । ତେବେ କେବଳ ଜ୍ୟାକଲିନ ନୁହନ୍ତି ଏହା ପୂର୍ବରୁ ଇଡି ଅଭିନେତ୍ରୀ ୟାମୀ ଗୌତମଙ୍କୁ ମଧ୍ୟ ମନି ଲଣ୍ଡ୍ରିଂ କେସରେ ଜୁଲାଇ ୭ ରେ ପଚରାଉଚରା କରିଥିଲା । ସୂଚନା ଅନୁଯାଇ ଆଜି ସକାଳେ ଇଡି ମହାରାଷ୍ଟ୍ରର ୯ଟି ସ୍ଥ୍ାନରେ ଚଡାଉ କରିଥିଲା । ଏହା ବ୍ୟତୀତ ମହାରାଷ୍ଟ୍ରର ପୂର୍ବତନ ରାଷ୍ଟ୍ରପତି ଅନିଲ ଦେଶମୁଖ ମାମଲାରେ ଇଡି ରେଡ୍ କରିଥିଲା । ପୂର୍ବରୁ ଏହି ମାମଲାରେ ଇଡି ଅନେକ ଅଭିନେତାଙ୍କୁ ଓ ଅଭିନେତ୍ରୀଙ୍କୁ ପଚରାଉଚରା କରିଥିଲା । ତେବେ ମନି ଲଣ୍ଡ୍ରିଂର ଏହି ମାମଲା କାହା ସହ ଜଡିତ ରହିଛି  ସେ ନେଇ ଏଯାଏ କୌଣସି ସୂଚନା ମିଳିନାହିଁ  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ