Masthead

ଦୁଷ୍ମନ୍ତଙ୍କୁ ହତ୍ୟା କରାଯାଇଛି : ବିଭୁ ପ୍ରସାଦ ତରାଇ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପି ନେତା ବିଭୁ ପ୍ରସାଦ ତରାଇ ଙ୍କ ସମ୍ବାଦିକ ସମ୍ମିଳନୀ । ଦୁଷ୍ମନ୍ତଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଛି ।ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବଣ୍ଟା ଯାଉଥିବା କାର୍ଡ ରାଜ୍ୟରେ ପୁସିଂ କାର୍ଡ ପାଲଟି ଯାଇଛି । ସରକାର ଓଡିଶାବାସୀଙ୍କୁ ଭଣ୍ଡାଉଛନ୍ତି ।

ଗତ ୮ ତାରିଖରେ ଦୁଷ୍ମନ୍ତ ଦାସ ବିଧାନସଭା ଆଗରେ ପହଂଚି ଗଣମାଧ୍ୟମ ଆଗରେ ବିଷ ଖାଇଛି ବୋଲି କହିଥିଲା । ପରେ ପୋଲିସ ତାକୁ କ୍ୟାପିଟାଲ ମେଡିକାଲ ମେଡିକାଲକୁ ନେଲା। ରେକର୍ଡ ଅନୁସାରେ ୧୨.୩୦ ରେ କ୍ୟାପିଟାଲ ମେଡିକାଲରେ ଆଡମିଟ କରାଯାଇ ୧.୩୦ ରେ କଟକ ମେଡିକାଲକୁ ପଠାଇ ଦିଆଗଲା । କିନ୍ତୁ କଟକ ମେଡିକାଲ ରେ ଦୁଷ୍ମନ୍ତ ୪ ଟାରେ ପହଞ୍ଚିଥିଲା ।

ପ୍ରଶ୍ନ ଭୁବନେଶ୍ୱର ରେ ଗୁରୁତର ଥିବା ଦୁଷ୍ମନ୍ତଙ୍କୁ ଭୁବନେଶ୍ୱର ର ଘରୋଇ ମେଡିକାଲରେ ଭର୍ତ୍ତି ନକରି କଟକ କାହିଁକି ପଠା ଗଲା । ସେହିପରି ଭୁବନେଶ୍ୱରରୁ କଟକ ୩୦ କିମି ରାସ୍ତା ଅଢେଇ ଘଣ୍ଟା କେମିତି ଲାଗିଗଲା । ଏଥିରୁ ସ୍ପଷ୍ଟ କ୍ୟାପିଟାଲରୁ କଟକ ନେବା ଦାୟିତ୍ୱରେ ଥିବା ଲୋକ ହିଁ ଦୁଷ୍ମନ୍ତ ମୃତ୍ୟୁ ପାଇଁ ଦାୟୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ