Masthead

ଆମ୍ବୁଲାନ୍ସ ଅଭାବରୁ ଚାଲିଗଲା ଝିଅର ଜୀବନ

(ବଡ଼ ଖବର ବ୍ୟୁରୋ):  ଆସିଲାନି ଆମ୍ବୁଲାନ୍ସ । ଚାଲିଗଲା ଜୀବନ । ତେବେ ଏଭଳି ଆଭାବନୀୟ ଘଟଣା କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କିଶନ ନଗର ଥାନା ଆଇନିପୁରୁ ଗାଁରେ ଘଟିଛି । ଉକ୍ତ ଗାଁର ରାଜେଶ ମଲ୍ଲିକଙ୍କ ୩ ବର୍ଷର ଝିଅ ଭୂମିକା ମଲ୍ଲିକ ଖେଳୁଥିଲା ବେଳେ ମୂଷା ଗାତରେ ହାତ ପୁରାଇ ଦେଇଥିଲେ । ପରେ ଘର ଲୋକ ପାଟି କରିବାରୁ ଦେଖିଲେ ଆଙ୍ଗୁଠି ଖଣ୍ଟିଆ ହୋଇଯାଇଛି । ତେବେ ଜୀବନ ବିକଳରେ ଭୂମିକାର ଜେଜେ ଘର ପାଖ ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଯାଇଥିଲେ ।

ସେଠାରେ ତାଙ୍କୁ ଡାକ୍ତର ଇଂଜେକସନ ଦେଇ ଅନ୍ୟ ଡାକ୍ତରଖାନାକୁ ରେଫର କରିଥିଲେ । ପରିବାର ଲୋକେ ଆମ୍ବୁଲାନ୍ସ କଥା କହିବାରୁ ମେଡିକାଲ କର୍ତ୍ତୁପକ୍ଷ ତାଙ୍କୁ ତୁମେ ଫୋନ କର ବୋଲି କହିଥିଲେ । ତେବେ ପରିବାର ଲୋକେ ଝିଅକୁ ସ୍କୁଟିରେ ନେଇ ଗଲା ବେଳେ ପିଲାର ଜୀବନ ଚାଲିଗଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ