ଆମକୁ ପ୍ରଧାନମନ୍ତ୍ରୀ ରୂପେ ମୋଦି ଦରକାର

ନୂୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମକୁ ପ୍ରଧାନମନ୍ତ୍ରୀ ରୂପେ ମୋଦି ଦରକାର । ଆମକୁ ନୱାଜ ସରିଫ ଦରକାର ନାହିଁ, ଇମ୍ରାନ ଖାନ୍ ବି ଦରକାର ନାହିଁ । ଆମକୁ ଖାଲି ମୋଦି ଦରକାର । ଏମିତି ହେଲେ ଆମେ ଟମାଟୋ୨୦ ଟଙ୍କାରେ, ଚିକେନ ୧୫୦ ଟଙ୍କାରେ କିଣିବୁ । ଆଉ ଭାରତରୀୟଙ୍କ ପରି ଯେ କୌଣସି ସ୍ଥାନରେ ସମ୍ମାନରେ ବଞ୍ଚିପାରିବୁ । ଏକଥା କହୁଛନ୍ତି ପାକିସ୍ତାନର ଜଣେ ଯୁବକ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି ।

ଜଣେ ପାକିସ୍ତାନୀୟ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଏଭଳି କିଛି କହିଛନ୍ତି ପାକିସ୍ତାନୀ ଯୁବକ । ଭାରତ ଏବେ ବିଶ୍ୱରେ ୫ ନମ୍ବରରେ ଅଛି । ପ୍ରଥମେ ଭାରତ ସହ ଆମେ ପାକିସ୍ତାନର ତୁଳନା କରୁଥିଲେ କିନ୍ତୁ ଏବେ ଭାରତ ସହ ଆମର କୌଣସି ତୁଳନା ନାହିଁ ବୋଲି କହିଛନ୍ତି ପାକିସ୍ତାନୀ ଯୁବକ । ସେ କହିଛନ୍ତି ଇଶ୍ୱରଙ୍କୁ ଏତିକି ପ୍ରାର୍ଥନା କରୁଛୁ ପ୍ରଧାନମନ୍ତ୍ରୀ ରୂପେ ଆମକୁ ମୋଦି ହିଁ ଆବଶ୍ୟକ । ପ୍ରତ୍ୟକ ପାକିସ୍ତାନଙ୍କ ମନରେ ମୋଦିଙ୍କ ପ୍ରତି ସମ୍ମାନ ବୃଦ୍ଧି ପାଇଛି । କିନ୍ତୁ କିଛି ଲୋକ ଏହାକୁ ସର୍ବସାଧାରଣରେ ଏହାକୁ ହୁଏତ ସ୍ୱୀକାର କରିପାରିନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’