Masthead

ନ୍ୟୁଜିଲାଣ୍ଡରେ ୬.୯ ତୀବ୍ରତାର ଭୂମିକମ୍ପ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭୂମିକମ୍ପରେ ଥରିଲା ନ୍ୟୁଜିଲାଣ୍ଡ । ତୁର୍କୀ ଓ ସିରିଆରେ ପ୍ରଳୟଙ୍କରୀ ଭୂମିକମ୍ପ ପରେ ଏବେ ନ୍ୟୁଜିଲାଣ୍ଡରେ ବଡ଼ ଧରଣର ଭୂମିକମ୍ପ ହୋଇଛି । ଆଜି ନ୍ୟୁଜିଲାଣ୍ଡର କେର୍ମାଡେକ୍ ଦ୍ୱୀପପୁଞ୍ଜରେ ୬.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ୟୁଏସଜିଏସ କହିଛି ଭୂକମ୍ପର କେନ୍ଦ୍ରସ୍ଥଳ ୧୫୨ କିଲୋମିଟର (୯୪ ମାଇଲ) ଗଭୀରତାରେ ଥିଲା। ଏହା ପୂର୍ବରୁ ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ୬.୬ ଓ ଗଭୀରତା ୧୮୩ କିଲୋମିଟର ହେବ ବୋଲି ଆକଳନ କରିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆନ୍ଧ୍ରରେ ୨ଜଣଙ୍କର କୋରନାରେ ମୃତ୍ୟୁ , ଓଡିଶାକୁ ହାଇଆର୍ଲଟ 🔴 ପହଞ୍ଚିଲାନି ଆମ୍ବୁଲାନ୍ସ, ଟ୍ରାକ୍ଟରରେ ଜନ୍ମ ହେଲା ଶିଶୁ କନ୍ୟା 🔴 ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ହେବ ଭକ୍ତ-ଭଗବାନଙ୍କ ମିଳନ 🔴 ସମୁଦ୍ରରୁ ମିଳିଲା ୯ ମତ୍ସ୍ୟଜୀବୀଙ୍କ ମୃତଦେହ 🔴 ବ୍ୟାଙ୍କକରେ ଅଗ୍ନିକାଣ୍ଡ, ୨୭ମୃତ 🔴 ରାଜ୍ୟରେ ବଢ଼ିବ ବର୍ଷା ପରିମାଣ 🔴 ପୁଣି ଥରେ ବନ୍ଦ ହେଲା ‘ହର୍ମୁଜ’ 🔴 ୧୩ରୁ ବଢ଼ିବ ବର୍ଷା ପ୍ରକୋପ 🔴 ଫୁ କ୍ୱୋକ୍ ଦ୍ୱୀପରେ ବୁଡି ୧୫ ଭାରତୀୟ ମୃତ 🔴 ଚାଷ ଜମିରେ ଫସିଗଲା ଜନ୍ତା ଭାଲୁ 🔴 ଆନ୍ଧ୍ରରେ ୨ଜଣଙ୍କର କୋରନାରେ ମୃତ୍ୟୁ , ଓଡିଶାକୁ ହାଇଆର୍ଲଟ 🔴 ପହଞ୍ଚିଲାନି ଆମ୍ବୁଲାନ୍ସ, ଟ୍ରାକ୍ଟରରେ ଜନ୍ମ ହେଲା ଶିଶୁ କନ୍ୟା 🔴 ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ହେବ ଭକ୍ତ-ଭଗବାନଙ୍କ ମିଳନ 🔴 ସମୁଦ୍ରରୁ ମିଳିଲା ୯ ମତ୍ସ୍ୟଜୀବୀଙ୍କ ମୃତଦେହ 🔴 ବ୍ୟାଙ୍କକରେ ଅଗ୍ନିକାଣ୍ଡ, ୨୭ମୃତ 🔴 ରାଜ୍ୟରେ ବଢ଼ିବ ବର୍ଷା ପରିମାଣ 🔴 ପୁଣି ଥରେ ବନ୍ଦ ହେଲା ‘ହର୍ମୁଜ’ 🔴 ୧୩ରୁ ବଢ଼ିବ ବର୍ଷା ପ୍ରକୋପ 🔴 ଫୁ କ୍ୱୋକ୍ ଦ୍ୱୀପରେ ବୁଡି ୧୫ ଭାରତୀୟ ମୃତ 🔴 ଚାଷ ଜମିରେ ଫସିଗଲା ଜନ୍ତା ଭାଲୁ