Masthead

ସାମ୍ବାଦିକତାର ପାଠ ପଢାଇଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିବିସିର ସାମ୍ବାଦିକତାକୁ ନେଇ ଅନୁରାଗ ଠାକୁରଙ୍କ ପ୍ରଶ୍ନ । ଟ୍ୱିଟ କରି କଲେ ଟାର୍ଗେଟ । କେନ୍ଦ୍ରୀୟ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବ୍ରିଟିଶ ବ୍ରଡକାଷ୍ଟିଂ କରେସପଣ୍ଡେଣ୍ଟର ସାମ୍ବାଦିକତାର ସ୍ୱତନ୍ତ୍ରତାକୁ ନେଇ ପ୍ରଶ୍ନ କରିଛନ୍ତି । ସେ ଲାଇନକନରକୁ ନିଲମ୍ବିତ କରିବା ପ୍ରସଙ୍ଗକୁ ନେଇ ବିବିସି ଉପରେ ବର୍ଷିଛନ୍ତିି । ସୂଚନା ଅନୁସାରେ, ବିବିସି ପୂର୍ବତନ ଫୁଟବଲ ଖେଳାଳି ତଥା ବହୁ ଚର୍ଚ୍ଚିତ ଆଙ୍କର ଗୈରୀ ଲାଇନକରଙ୍କୁ ସୋସିଆଲ ମିଡିଆରେ ବ୍ରିଟେନ ସରକାରଙ୍କ ଇମିଗ୍ରେସନ ନୀତିରେ ଆଲୋଚନା କରିବା ପାଇଁ ଚାକିରିରୁ ନିଲମ୍ବନ କରାଯାଇଛି ।

ଖାଲି ସେତିକି ନୁହେଁ ଡକ୍ୟୁମେଣ୍ଟାରୀ ପ୍ରସାରଣ ଉପରେ ବାରଣ କରାଯାଇଛି । ଏହି ମାମଲାରେ ନିଜର ପ୍ରତିକ୍ରିୟା ଦେଇ ଅନୁରାଗ ଠାକୁର ଟ୍ୱିଟ୍ କରିଛନ୍ତି ଯେ, ସାମ୍ବାଦିକତାର ସ୍ୱତନ୍ତ୍ରତା ଉପରେ ବଡ଼ ବଡ଼ ଦାବି କରୁଥିବା ବିବିସି ନିଜର ଷ୍ଟାର ଆଙ୍କରଙ୍କୁ ସୋସିଆଲ ମିଡିଆ ଗତିବିଧିକୁ ନେଇ ନିଲମ୍ବିତ କରିବା କୌତୂହଳପ୍ରଦ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ନକଲି ବକ୍ତବ୍ୟ ଏବଂ ନୈତିକ ସାମ୍ବାଦିକତା ସୃଷ୍ଟି କରିବା ଅନ୍ତର୍ନିହିତ ଅଟେ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ