Masthead

ରାହୁଲ ଗାନ୍ଧି ଏକ କ୍ରାନ୍ତି, ସେ ସରକାର ହଲେଇଦେବେ: ନବଜୋତ୍ ସିଂହ ସିଦ୍ଧୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧି ଏକ କ୍ରାନ୍ତି, ସେ ସରକାର ହଲେଇଦେବେ । ଜେଲରୁ ବାହାରିବା ପରେ ବିଜେପି ଉପରେ ବର୍ଷିଛନ୍ତି ସିଦ୍ଧୁ । ୧୯୮୮ ମସିହା ରୋଡ୍ ରେଜ୍ ମାମଲାରେ ତାଙ୍କୁ ଏକ ବର୍ଷ ପାଇଁ ସଜ୍ଜା ହୋଇଥିଲା । ତେବେ ଭଲ ବ୍ୟବହାର କାରଣରୁ ତାଙ୍କୁ ପ୍ରାୟ ୧୦ ମାସ ଭିତରେ ଜେଲରୁ ମୁକ୍ତି ମିଳିଛି । ଜେଲରୁ ମୁକୁଳିବା ପରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ନେଇ ବିଜେପି ଉପରେ ଜୋରଦାର ଆକ୍ରମଣ କରିଛନ୍ତି ସିଦ୍ଦୁ । ନବଜୋତ୍ ସିଂହ ସିଦ୍ଧୁ କହିଛନ୍ତି, ଏ ଦେଶରେ ଯେତେବେଳେ ବି ଏକଛତ୍ରବାଦ ଆସିଛି, ସେତେବେଳେ ଗୋଟିଏ କ୍ରାନ୍ତି ବି ଆସିଛି । ଏଥର ଏହି କ୍ରାନ୍ତିର ନାମ ହେଉଛି ରାହୁଲ ଗାନ୍ଧି । ସେ ଏ ସରକାରକୁ ହଲେଇଦେବେ ବୋଲି କହିଛନ୍ତି ନବଜୋତ୍ ସିଂହ ସିଦ୍ଧୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ