ଫାଶୀର ବିକଳ୍ପ ଅନୁଧ୍ୟାନ କରିବ ବିଶେଷଜ୍ଞ କମିଟି

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ):  ଫାଶୀ ଦଣ୍ଡ ପାଇଥିବା ଅପରାଧୀଙ୍କୁ ପ୍ରଚଳିତ ଧାରା ଅନୁସାରେ ଫାଶୀ ଦିଆଯିବ କି ନାହିଁ ତାହାର ଅନୁଧ୍ୟାନ ପାଇଁ ଏକ ବିଶେଷଜ୍ଞ ଟିମ ଗଠନ କରିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ଯାହାର ଶୁଣାଣୀ ମଙ୍ଗଳବାର ହୋଇଛି । କୋର୍ଟରେ ନିଜର ଜବାବ ରଖିଛନ୍ତି କେନ୍ଦ୍ର ସରକାର । ଫାଶୀର ବିକଳ୍ପ କ’ଣ ? ଫାଶୀ ବଦଳରେ ଅନ୍ୟ କେଉଁ ଉପାୟରେ ମୃତ୍ୟୁ କମ ଯନ୍ତ୍ରଣାଦାୟକ ହେବ ତାହା ଉପରେ ବିଚାର କରିବାକୁ ସରକାର ଏକ କମିଟି ଗଠନ ପାଇଁ ଚିନ୍ତା କରୁଥିବା କୋର୍ଟଙ୍କୁ ଜଣାଇଛନ୍ତି ।

ବିଶେଷଜ୍ଞ ଟିମର ପରାର୍ମଶ କ୍ରମେ ଫାଶୀର ବିକଳ୍ପ ଖୋଜାଯିବ । ଆଗାମୀ ଶୁଣାଣୀ ଜୁଲାଇ ମାସରେ ହେବ । ୨୦୧୭ରେ ଆଇନଜୀବୀ ରୁଷି ମଲହୋତ୍ରା ଏକ ଜନସ୍ୱାର୍ଥ ମାମଲା ଦାଏର କରି ଫାଶୀ ମାଧ୍ୟମରେ ପ୍ରଚଳିତ ମୃତ୍ୟୁଦଣ୍ଡକୁ ହଟାଇ କମ ଯନ୍ତ୍ରଣା ଦାୟକ ପଦ୍ଧତି ଆପଣାଇବାକୁ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’