Masthead

୨୦୨୪ ନିର୍ବାଚନ ପାଇଁ ସଜବାଜ ହେଲାଣି ସାହାରପଡା ବିଜେଡି

କେନ୍ଦୁଝର(ବଡ଼ ଖବର ବ୍ୟୁରୋ):କେନ୍ଦୁଝର ଜିଲ୍ଲା ପାଟଣା ନିର୍ବଚନ ମଣ୍ଡଳୀର ସାହାରପଡା ବ୍ଲକ ବିଜୁ ଜନତା ଦଳର ବରିଷ୍ଠ କର୍ମୀ ତଥା ପୂର୍ବତନ ଜିଲ୍ଲା ବିଜେଡି ଉପସଭାପତି ଦୀଲିପ କୁମାର ସାହୁଙ୍କ ସଭାପତିତ୍ୱରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବ୍ଲକର ସମସ୍ତ  କର୍ମକର୍ତ୍ତା  ଯୋଗ ଦେଇ ବିଜୁ ଜନତା ଦଳକୁ ଆହୁରି କିପରି ଶକ୍ତିଶାଳୀ କରିବା ସହ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଦଳକୁ ବିପୁଳ ବିଜୟୀ କରାଇବା ପାଇଁ ନିଷ୍ପତି ନେଇଛନ୍ତି। ଏହି ବୈଠକରେ ସଙ୍ଗଠନ ବାବଦରେ ପୁଙ୍ଖାନୁପଙ୍ଖ ଭାବେ ଆଲୋଚନା କରାଯିବା ସହ ବ୍ଲକ୍, ଜୋନ ଏବଂ ପଞ୍ଚାୟତ କମିଟି ଗଠନ କରାଗଲା ଯାଇଥିଲା । ଏହି ବୈଠକରେ ରୀନା ନାଏକ, ବୁଦ୍ଧଦେବ ମହାକୁଡ଼, ଦୀପକ ରାଜ, ଚମ୍ପାବତୀ ଟୁଡୁ, ରମ୍ଭାବତୀ ଦେହୁରୀ, ନମିତା ମହାନ୍ତ, ଗୋବିନ୍ଦ ମହାନ୍ତ, ସତ୍ୟ ନାରାୟଣ ପଣ୍ଡା, ଭବାନୀ ଶଙ୍କର ମହାନ୍ତ, ହୃଷିକେଶ ମହାନ୍ତ, ନିରଞ୍ଜନ ଲୋହାର ପ୍ରମୁଖ ଉପସ୍ଥିତ ଥିବା ବେଳେ ବ୍ଲକ ଅଞ୍ଚଳରୁ ବହୁ ବିଜେଡ଼ି କର୍ମୀ ଯୋଗଦେଇଥିଲେ  ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’