Masthead

ବଳାତ୍କାରୀ ମନ୍ତ୍ରୀ ପରିଷଦ ଭିତରେ ଅଛନ୍ତି: ରାଜେନ୍ଦ୍ର ଗୁଦ୍ଦା

ରାଜସ୍ଥାନ  (ବଡ଼ ଖବର ବ୍ୟୁରୋ):  ବିଧାନସଭାରୁ ନିଲମ୍ବନ ହେବା ପରେ ପ୍ରତିକ୍ରିୟା ରଖିଲେ ମନ୍ତ୍ରି ରାଜେନ୍ଦ୍ର ଗୁଦ୍ଦା । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ କଂଗ୍ରେସ ସରକାର ଉପରେ ଖୁବ୍‌ ବର୍ଷିଛନ୍ତି। ମୁଖ୍ୟମନ୍ତ୍ରୀ ଗେହଲଟ ଏବଂ ତାଙ୍କ ମନ୍ତ୍ରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ଗୁଦ୍ଦା । ଏକ ଗଣମାଧ୍ୟମ ସଂସ୍ଥାକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଗୁଦ୍ଦା କହିଛନ୍ତି ଯେ ଦେଶରେ ବଳାତ୍କାର ମାମଲାରେ ରାଜସ୍ଥାନ ଏକ ନମ୍ବର ସ୍ଥାନରେ ରହିଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ମନ୍ତ୍ରୀ ପରିଷଦର ସହକର୍ମୀଙ୍କ ନାର୍କୋ ପରୀକ୍ଷା କରାଯାଏ, ତେବେ ଜେଲରେ ରହିଥିବା ବଳାତ୍କାରର ବନ୍ଦୀମାନେ ମଧ୍ୟ ସେମାନଙ୍କ ସାମ୍ନାରେ ଛୋଟ ପଡିଯିବେ। ଯେଉଁମାନେ ବଳାତ୍କାରରେ ଏକ ଶତକ ସ୍କୋର କରିଛନ୍ତି ସେମାନେ ମନ୍ତ୍ରୀ ହୋଇଛନ୍ତି। ସବୁଠୁ ବଡ ବଳାତ୍କାରୀ ମନ୍ତ୍ରୀ ପରିଷଦ ଭିତରେ ଅଛନ୍ତି। ଯଦି ମୋର ମତ ଭୁଲ ପ୍ରମାଣିତ ହୁଏ, ତେବେ ମୁଁ ରାଜନୀତି ଛାଡିବି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା