Masthead

ନୀଳଗିରିରେ ପୁଣି ଲୁଟେରାଙ୍କ ବିତ୍ପାତ

ନୀଳଗିରି(ବଡ଼ ଖବର ବ୍ୟୁରୋ); ନୀଳଗିରି ରେ ପୁଣି ଲୁଟେରା ଙ୍କ ବିତ୍ପାତ ଦେଖିବାକୁ ମିଳିଛି | ନୀଳଗିରି ଥାନା ଅଧୀନ ସଜନାଗଡ଼ ବଜାର ସ୍ଥିତ SBI ATMରୁ ବ୍ୟାଟେରୀ ଓ ଇନଭର୍ଟର ଚୋରି ହୋଇଛି | ATMର ଟଙ୍କା ବାକ୍ସ କିନ୍ତୁ ସୁରକ୍ଷିତ ଥିବା ଜଣାପଡିଛି | ନୀଳଗିରି ଥାନା ତରଫରୁ ନିୟମିତ ଭାବେ ସଜନାଗଡ଼ ବଜାରରେ ଗୃହରକ୍ଷୀ ମାନଙ୍କୁ ରାତିରେ ନିୟୋଜିତ କରାଯିବା ସହ ଥାନା ଗାଡିରେ ପେଟ୍ରୋଲିଙ୍ଗ ମଧ୍ୟ ନିୟମିତ ଭାବେ ହେଉଛି ବୋଲି ଥାନା IIC ଗୋପାଳ କର୍ଣ୍ଣ କହିଛନ୍ତି | ଯଦି ଏହା ସତ ତେବେ ରାସ୍ତା ପାର୍ଶ୍ୱରେ ଥିବା ATMରୁ ଚୋରି କେମିତି ସମ୍ଭବ ହୋଇପାରୁଛି ତାହା ପୋଲିସ କର୍ତ୍ତବ୍ୟନିଷ୍ଠା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଚି | ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା