Masthead

ଚାଉଳ ବଣ୍ଟନରୁ ବାଦ୍ ପଡିଥିବାରୁ କରୁଥିଲେ ରାସ୍ତାରୋକ

କଳାହାଣ୍ଡି(ବଡ଼ ଖବର ବ୍ୟୁରୋ): ଆଜି ନର୍ଲା ନିର୍ବାଚନ ମଣ୍ଡଳୀ ର କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଜୋରାଡୁବ୍ରା ଠାରେ କରାଯାଇଥିଲା ରାସ୍ତା ରୋକ । ଗରିବ ଜନସାଧାରଣ ଚାଉଳ ବଣ୍ଟନ ରୁ ବାଦ ପଡିଥିବା ଲୋକମାନେ କରିଥିଲେ ଏହି ରାସ୍ତାରୋକ ।  କୌଣସି ଜାନ ବାହାନ ଚଳାଚଳ କରିବାକୁ ନଦେଇ ଶତାଧିକ ସଂଖ୍ୟାରେ ବୃଦ୍ଧ ଶ୍ରେଣୀୟ, ଏବଂ ମହିଳା ରାସ୍ତା ଉପରେ ବସିରହିଥିଲେ । ସେହି ରାସ୍ତା ଦେଇ ଜିଲ୍ଲା ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ସାରଦାପ୍ରସନ୍ନ ସ୍ବାଇଁ ଫେରୁଥିବା ବେଳେ ଏ ସମସ୍ତ ପ୍ରତିବାଦ ଦେଖି ସମସ୍ତ ଜନତା ଙ୍କୁ ବୁଝାସୁଝା କରି ରାସ୍ତାରୋକ ରୁ ନିବୃତ ହେବାକୁ କହିଥିଲେ ।

ପରେ ସେ କର୍ଲାମୁଣ୍ଡା BDO, ତହସିଲଦାର ଏବଂIIC  ଙ୍କୁ ଫୋନ ଯୋଗେ ଡକାଇ ସମସ୍ୟାର ଉଚିତ ସମାଧାନ କରିଥିଲେ । ଏହାପରେ ରାସ୍ତାରେ ବସିଥିବା ବୃଦ୍ଧା ଙ୍କୁ ଶୁଖିଲା ଖାଦ୍ୟ, ଫଳରସ ପ୍ରଦାନ କରିଥିଲେ । ଶ୍ରୀଯୁକ୍ତ ସାରଦାପ୍ରସନ୍ନ ସ୍ବାଇଁ ଙ୍କ ଏଭଳି ଜନହିତକର କାର୍ୟ୍ୟ ନିମନ୍ତେ ତାଙ୍କୁ ଅଂଚଳ ବାସୀ ବେସ ପ୍ରସଂଶା କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା