Masthead

ସାପ କାମୁଡିଲେ କ’ଣ କରିବେ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଏବେ ମାତିଛନ୍ତି ସାପ । ସାପ କାମୁଡାରେ ଅକାରଣରେ ଚାଲିଯାଉଛି ଜୀବନ । ଅନ୍ୟପଟେ ବର୍ଷାଦିନ ହେତୁ ଚାରିଅଡେ ଦେଖାଯାଉଛନ୍ତି ସାପ । ଗତକାଲି ବାରିପଦାର କଟୁରିଆ ଗ୍ରାମରେ ମା’ ଓ ଦେଢବର୍ଷର ଶିଶୁ ପୁତ୍ର ସାପ କାମୁଡାରେ ପ୍ରାଣ ହରାଇଛନ୍ତି । ସେଥିପାଇଁ କିଭଳି ସାପ ନହେବେ ଏବଂ ସାପ କାମୁଡିଲେ ଆମେ କ’ଣ କରିବା ଉଚିତ ସେନେଇ ଜାରି ହୋଇଛି ନିୟମାବଳୀ ।

ସାପ ନହେବା ପାଇଁ ଘର ଚାରିପାଖକୁ ପରିଷ୍କାର ରଖନ୍ତୁ । ଘର ଚାରିପଟେ ଗ୍ରାମକସିନ ପରି ବିଶୋଧକ ସିଞ୍ଚନ କରନ୍ତୁ । ଅଳିଆ ଅ।।ବର୍ଜନା ପକାନ୍ତୁ ନାହିଁ । ଗାତ କିମ୍ବା ଉଇହୁଙ୍କା ଥିଲେ ଏହାକୁ ନିବୁଜ କରନ୍ତୁ ।

ସେହିପରି ଯଦି ସାପ ଦଂଶନର ଶିକାର ହୋଇଛନ୍ତି ତେବେ ସଙ୍ଗେ ସଙ୍ଗେ ପ୍ରାଥମିକ ଚିକିତ୍ସା କରାନ୍ତୁ ସାପ କାମୁଡିଥିବା ସ୍ଥାନର ଟକେ ଉପରକୁ କୌଣସି କପଡାରେ ଜୋରରେ ବାନ୍ଧି ଦିଅନ୍ତୁ ଯେପରିକି ସାପର ବିଷ ସମଗ୍ର ଶରୀରରେ ବ୍ୟାପିବ ନାହିଁ । ଏହାପରେ ଆହାତଙ୍କୁ ଯେତେ ଶୀଘ୍ର ସମ୍ଭବ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରନ୍ତୁ । ଆହାତଙ୍କୁ ଅଧିକ ଗତିଶୀଳ କରାନ୍ତୁ ନାହିଁ । ଗୁଣିଗାରେଡି ଭଳି ଅନ୍ଧବିଶ୍ୱାସ ଠାରୁ ଦୂରେଇ ରୁହନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ