https://youtu.be/VQNfJZ2_a1I
ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଆଦିବାସୀ ଜମି ପ୍ରସଙ୍ଗକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଅଧିକ ତର୍ଜମା ପାଇଁ ଆଦିବାସୀ ଉପଦେଷ୍ଟା ପରିଷଦକୁ ପଠାଇବା କିଛି ଆବଶ୍ୟକତା ନଥିଲା । କ୍ୟାବିନେଟ ଚାହିଁଥିଲେ ସେହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିପାରି ଥାନ୍ତେ । ଯେହେତୁ ଆଜି ସେହି ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ଆସିଥିଲା ତେଣୁ ତରବରିଆ ଭାବେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସେ ଆହୁରି ମଧ୍ୟ କହିଛନ୍ତି ଆଦିବାସୀ ଉପଦେଷ୍ଟା ପରିଷଦକୁ ପଠାଇ କେବଳ ସ୍ଥିତିକୁ ଗୋଳମାଳିଆ କରିବାକୁ ଉଦ୍ୟମ କରାଯାଇଛି ।