Masthead

ଜଳ ସମାଧି ନେବା ପୂର୍ବରୁ ବୁଡ଼ି ବିସ୍ଥାପିତଙ୍କୁ ବିଜେପିର ପ୍ରତିଶ୍ରୁତି

ପାଲଲହଡ଼ା(ବଡ଼ ଖବର ବ୍ୟୁରୋ):ବୁଡ଼ି ବିସ୍ଥାପିତଙ୍କ ଜଳ ସତ୍ୟାଗ୍ରହ ଭାଙ୍ଗିଲା ବିଜେପି । ଅନୁଗୋଳ ଜିଲ୍ଲା ପାଲଲହଡ଼ାଠାରେ ଥିବା ଦ୍ୱିତୀୟ ଚିଲିକାରେ ରେଙ୍ଗାଳି ବୁଡ଼ି ବିସ୍ଥାପିତଙ୍କ ଜଳ ସତ୍ୟାଗ୍ରହ ଚାଲିଥିବା ବେଳେ, ଏହା ଆଜକୁ ୧୨ ଦିନରେ ପହଞ୍ଚିଥିଲା ଆଜି ବିସ୍ଥାପିତ ମାନେ ସମସ୍ତେ ଜଳ ସମାଧି ନେବେ ବୋଲି ସଂଘ ନିଷ୍ପତି ନେଇଥିଲା। ଖବର ପାଇ ସେଠାରେ ପହଂଚିଥିଲେ ବିଜେପି ଦଳ ନେତା । ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ସୁବାସ ପାଣିଗ୍ରାହୀ ଦେବଗଡ଼ ବିଧାୟକ, ଗୋଲେଖ ମହାପାତ୍ର ରାଜ୍ୟ ଉପ ସଭାପତି, ରୁଦ୍ରନାରାୟଣ ପାଣି ରାଜ୍ୟସଭା ସାଂସଦ, ବରିଷ୍ଠ ନେତା ଅଶୋକ ମହାନ୍ତି, ଲିଙ୍ଗରାଜ ଦାସ ପ୍ରମୁଖ ଉପସ୍ଥିତ ରହି ପାଣି ଭିତରକୁ ଯାଇ ସତ୍ୟାଗ୍ରହକାରୀମାନଙ୍କୁ ବୁଝାସୁଝା କରି ବାହାରକୁ ଆଣିଥିଲେ। ଏବଂ ତାଙ୍କ କଥା ସରକାରଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ଦେବଗଡ଼ ବିଧାୟକ ଏବଂ ରାଜ୍ୟ ଉପସଭାପତି ଗୋଲେଖ ମହାପାତ୍ର ପ୍ରତିଶ୍ରୁତି ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!