Masthead

ପାଟଣାଗଡ଼ରେ ଏଟିମ ଲୁଟ ଘଟଣା, ସିନ ରିକ୍ରିଏସନ କଲେ ଲୁଟେରା

ପାଟଣାଗଡ଼ (ବଡ଼ ଖବର ବ୍ୟୁରୋ): ପାଟଣାଗଡ଼ ସରମୁହାଣରେ ଏଟିଏମ ଲୁଟ ଘଟଣା । ଲୁଟେରା ମାନଙ୍କୁ ପାଟଣାଗଡ଼ ପୋଲିସ ୨ ଦିନିଆ ରିମାଣ୍ଡରେ ଆଣି ପଚରାଚୁରା କରିବା ପରେ ଆଜି ସିନ ରି କ୍ରିଏସନ କରିଛି । ଲୁଟେରାମାନେ ଏକ ଗ୍ୟରେଜରୁ ଗ୍ୟସ ସିଲିଣ୍ଡର ଚୋରି କରି ସେହି ଲୁଟରେ ବ୍ୟବହାର କରିଥିବା ଲୁଟେରା ମାନେ ସିନ ରିକ୍ରିଏସନ ବେଲେ ମାନିଛନ୍ତି । ପାଟଣାଗଡ଼ ଏସଡିପିଓ ଜୌତିମୟ ଭୁକ୍ତା, ଥାନା ଆଇଆଇସି ଅନନ୍ତ ପ୍ରଧାନ ଏବଂ ପୋଲିସର କଡା ସୁରକ୍ଷା ମଧ୍ୟରେ ସିନ ରିକ୍ରଏସନ ହୋଇଥିଲା । ଏହି ଲୁଟେରା ମାନେ ପୁର୍ବରୁ ବିଭିନ୍ନ ରାଜ୍ୟ ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏଟିଏମ ଲୁଟ କରିଥିବା ପାଟଣାଗଡ଼ ଏସଡିପିଓ ସୂଚନା ଦେଇଛନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା