Masthead

ସମ୍ବଲପୁରୀଆ ଗୋଡ ଟାଣନ୍ତି : ଦେବେଶ ଆଚାର୍ଯ୍ୟ

ଅତାବିରା (ବଡ଼ ଖବର ବ୍ୟୁରୋ):ସମ୍ବଲପୁରୀଆଙ୍କୁ ଅପମାନିତ କଲେ ବିଜେଡି ବିଧାୟକ । ସମ୍ବଲପୁରୀଆଙ୍କୁ ନେଇ ଆପତ୍ତି ଜନକ ମନ୍ତବ୍ୟ ଦେଲେ ବରଗଡ଼ ବିଧାୟକ । ବିଜେପୁରରେ ଆୟୋଜିତ ସଭାରେ ସମ୍ବଲପୁରୀଆ ଗୋଡ ଟାଣନ୍ତି ବୋଲି କହିଛନ୍ତି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ।

ଯେଉଁ ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି ପଛରୁ ସମ୍ବଲପୁରୀଆ ଭଳି ତାଙ୍କର ଗୋଡ଼ ଟାଣୁଛନ୍ତି ବୋଲି କହିଛନ୍ତି ଦେବେଶ । ଏହାସହ ଖାଦ୍ୟଶସ୍ୟ ଉତ୍ପାଦନର ଭୁଲ ତଥ୍ୟ ଦେଇ ହଟହଟା ହେଇଛନ୍ତି ମଧ୍ୟ ହୋଇଛନ୍ତି । ଦେବେଶ କହିଛନ୍ତି ଯେ, ୨୦୦୦ ମସିହାରେ ୫୦ ଲକ୍ଷ ମାଟ୍ରିକ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହେଉଥିଲା ଏବେ ୧ ଲକ୍ଷ ୩୦ ହଜାର ମାଟ୍ରିକ ଟନ ଉତ୍ପାଦନ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ