Masthead

ଇଭିଏମ ଟାମ୍ପରିଂ ଅଭିଯୋଗ, ୨ ବିଜେପି କର୍ମୀ ଗୁରୁତର

ପୁରୀ (ବଡ଼ ଖବର ବ୍ୟୁରୋ): ବ୍ରହ୍ମଗିରି ନିର୍ବାଚନମଣ୍ଡଳି ଗୋପ ଗ୍ରାମ ୧୪୬ନଂ ବୁଥରେ ଇଭିଏମ ଟାମ୍ପରିଂ ଅଭିଯୋଗ । ସନ୍ଦେହ ଘେରରେ ପ୍ରିଜାଇଡିଂ ଅଫିସର ଓ ବିଜେଡି କର୍ମୀ। ସୂଚନା ଅନୁଯାୟୀ ବ୍ରହ୍ମଗିରି ନିର୍ବାଚନମଣ୍ଡଳି ଗୋପ ଗ୍ରାମ ୧୪୭ ନଂ ବୁଥରେ ଚିଲିଥିଲା ମତଦାନ ପ୍ରକିୟା। ୮୦ପ୍ରତିଶତ ମତଦାନ ପରେ ବନ୍ଦ ହୋଇଥିଲା ମତଦାନ ପ୍ରକ୍ରିୟା ଓ ଇଭିଏମ ସିଲ୍ ମଧ୍ୟ କରାଯାଇଥିଲା।

ମାତ୍ର ପରବର୍ତ୍ତୀ ସମୟରେ ଇଭିଏମ ସିଲ୍ ଖୋଲାଯାଇଥିବା ଦେଖିଥିଲେ ବିଜେପି କର୍ମୀ। ଯାହାକୁ ନେଇ ସନ୍ଦେହ ଘେରକୁ ଆସିଥିଲା ପ୍ରିଜାଇଡିଂ ଅଫିସର ଓ ବିଜେଡି କର୍ମୀଙ୍କ ଭୂମିକା। ପରେ ପରେ ଘଟଣାସ୍ଥଳରେ ଆରମ୍ଭ ହୋଇଥିଲା ଉତ୍ତେଜନା। ପୋଲିସ ଆକ୍ରମଣରେ ୨ଜଣ ବିଜେପି କର୍ମୀ ଗୁରୁତର ହୋଇଥିବା ସୂଚନା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ