Masthead

ଭୟଙ୍କର ଅପରାଧ ଘଟଇବାକୁ ଗଜେନ୍ଦ୍ରକୁ କିଏ ଦେଲା ସାହାସ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗଜେନ୍ଦ୍ର ଦଳାଇର ସୁରକ୍ଷାଦାତା କିଏ? କିଏ ଦେଉଛି ଭ୍ରଷ୍ଟ ଠିକାଦାରକୁ ସୁରକ୍ଷା । ଗଜେନ୍ଦ୍ର ସୁରକ୍ଷା ପାଇଁ କିଏ ପକାଉଛି ଚାପ । ଏତେ ବଡ଼ ଘଟଣା ପରେ ପୋଲିସ ଚୁପ ବସିଥିଲା କାହିଁକି । ଗଜେନ୍ଦ୍ର କ’ଣ ଆଇନ ଠୁ ଉଦ୍ଧ୍ୱର୍ରେ । ଭୟଙ୍କର ଅପରାଧ ଘଟଇବାକୁ ଭ୍ରଷ୍ଟ ଠିକାଦାରକୁ କିଏ ଦେଲା ସାହାସ । ସାମ୍ବାଦିକଙ୍କୁ ଏ ଭଳି ଆକ୍ରମଣ ହେଲେ ଦୁର୍ନୀତି ବିରୋଧରେ ଖବର କରିବ କିଏ? ସାମ୍ବାଦିକଙ୍କ ସୁରକ୍ଷା କେବେ ସୁନିଶ୍ଚିତ କରିବେ ସରକାର ।

ସାମ୍ବାଦିକଙ୍କୁ ଆକ୍ରମଣ ହେଲେ ପୋଲିସ ଦୁର୍ନୀତିଗ୍ରସ୍ତକୁ କାହିଁକି ସୁରକ୍ଷା ଦେଉଛି । ଏତେ ବଡ଼ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ସରକାର କେବେ ନେବେ ପଦକ୍ଷେପ । ଆଜି ବିଜୟ କାଲି ଆଉ କେଉଁ ସାମ୍ବାଦିକ ହେବେ ଶିକାର । ସରକାର ଚୁପ କାହିଁକି? ବଲାଙ୍ଗୀର ନେତାମାନେ ଚୁପ ବସିଛନ୍ତି କାହିଁକି? ଠିକାଦାରଙ୍କ ବିରୋଧରେ ମୁହଁ ଖୋଲିବାକୁ ନେତା ଡରୁଛନ୍ତି କି?

ଗଜେନ୍ଦ୍ରଙ୍କ ଭଳି ଭ୍ରଷ୍ଟ ଠିକାଦାରଙ୍କ ପକେଟରେ ଅଛି କି ପୋଲିସ ପ୍ରଶାସନ ? ଠିକାଦାରକୁ ଖସେଇ ଦେବାକୁ ପ୍ରଶାସନରେ ହେଉଛି କି ଉଦ୍ୟମ? ବିଜୟଙ୍କୁ ଆକ୍ରମଣ ସବୁ ସାମ୍ବାଦିକଙ୍କୁ ଆକ୍ରମଣ । ଚତୁର୍ଥ ସ୍ତମ୍ବ ଉପରେ ଆକ୍ରମଣକୁ କାହିଁକି ସହୁଛନ୍ତି ସରକାର ? କେଉଁ ନେତା ଅଫିସର ବଳରେ ବଳିୟାନ ଭ୍ରଷ୍ଟ ଠିକାଦାର । ସାମ୍ବାଦିଙ୍କ ସୁରକ୍ଷା ସୁନିଶ୍ଚିତ ନ ହେଲେ ଆଗକୁ ହେବ ଜନ ଆନେ୍ଦାଳନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ!