Masthead

 ଗିରଫ ହେଲେ ସିଆର୍ପିଏଫ କର୍ମଚାରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):

ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରୁଥିବା ଅଭିଯୋଗରେ ସିଆର୍ପିଏଫ କର୍ମଚାରୀ ଗିରଫ । ଜଣାପଡିଛି ଯେ ୨୦୨୩ରୁ ସେ ଗୁପ୍ତଚର ଭାବେ କାମ କରିଆସୁଛନ୍ତି । ଆତଙ୍କବାଦ ବିରୋଧୀ ସଂସ୍ଥା ସୂଚନା ଦେଇଛି ଯେ, ପାକିସ୍ତାନ ଗୁଇନ୍ଦା ଅଧିକାରୀଙ୍କୁ ଗୁପ୍ତ ସୂଚନା ପ୍ରଦାନ କରିବା ଅଭିଯୋଗରେ ଜଣେ ସିଆର୍ପିଏଫ ଅଫିସରକୁ ଏନ୍ଆଇଏ ଗିରଫ କରିଛି । ତାଙ୍କ ନାମ ହେଉଛି ମୋତି ରାମ ଜାଟ । ସେ ଦୀର୍ଘ ୩ବର୍ଷ ହେବ ପିଆଇଓକୁ ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ଗୋପନୀୟ ସୂଚନା ସେୟାର କରୁଥିଲା ଏବଂ ଏଥିପାଇଁ ସେ ପାକିସ୍ତାନୀ ଅଧିକାରୀଙ୍କ ଠାରୁ ଫଣ୍ଡସ୍ ପାଉଥିଲା । ମୋତି ରାମଙ୍କୁ ଏନ୍ଆଇଏ ଦିଲ୍ଲୀରେ ଅଟକ ରଖି ପଚରାଉଚରା ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ