Masthead

୪୦୨ରନ୍ ଭାରତକୁ ବିଜୟ ଦେଇପାରେ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଲକ୍ଷ୍ନୋର ଏକାନା କ୍ରିକେଟ ଷ୍ଟାଡିୟମରେ ଚାଲିଛି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲା । ଏହି ମ୍ୟାଚକୁ ନିଜ ନାମରେ କରିବା ଲକ୍ଷ୍ୟରେ ଭାରତୀୟ ଦଳ ମୈଦାନକୁ ଓହ୍ଲାଇଛି । ଟସ୍ ଭାରତ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଧିନାୟକ ଶୁଭମନ ଗିଲ୍ ଦମଦାର ବ୍ୟାଟିଂ କରି ଶତକ ହାସଲ କରିିଥିଲେ । ଏକ ବଡ କୀର୍ତ୍ତିମାନ ମଧ୍ୟ ନିଜ ନାମରେ କରିଥିଲେ ଗିଲ୍ । ଯାହ ତାଙ୍କୁ ଉକୃôଷ୍ଟ ସହେ।ଯଗ ଦେଇଥିଲେ କିପର୍ ଇଶାନ କିଶନ । ୭୯ଟି ବଲ୍୧୨୫ ରନ୍ କରିଥିବା ବେଳେ ୧୪ଟି ଚୌକାଏବଂ ୭ଟି ଛକା ମାରି ଚତ୍ମକାର ଇନିଂସି ଖେଳି ଭାରତୀୟ ଦଳକୁ ବଡ ସ୍କୋର ଦିଗରେ ଆଗେଇ ନେଇଥିଲେ । ଉଭୟ ବ୍ୟାଟରଙ୍କ ମଧ୍ୟରେ ହୋଇଥିଲା ବଡ ଭାଗିଦାରୀ ଯାହା ପାଇଁ ଆଫଗାନିସ୍ତାନ ବୋଲର ମାନଙ୍କ ଉପରେ ଚାପ ସୃଷ୍ଟି ହୋଇଥିଲା । ଅଧିନାୟକ ଭାବେ ଶୁଭମନ ଗିଲ୍ ଶତକ ଏବଂ ଇଶାନ କିଶନଙ୍କ ବିସ୍ପୋରକ ଶତକ ବଳରେ ଭାରତ ଏକାନା ଷ୍ଟାଡିୟମରେ ୫୦ ଓଭରରେ ବିଶାଳ ୪୦୨ ରନ୍ ସଂଗ୍ରହ କରିପାରିଥିଲା । ରୋହିତ ଶର୍ମା ତାଙ୍କ ଖେଳ ଆରମ୍ଭରୁ ହିଁ ଦ୍ରୁତ ବ୍ୟାଟିଂ କରି ୪୮ ରନ୍ ନିଜ ନାମରେ କରିଥିଲେ । ୩୯ଟି ବଲ୍ ୨ଟି ଛକା ଓ ୬ଟି ଚୌକା ସଂଗ୍ରହ କରି ଦଳକୁ ଭଲ ଭିତ୍ତି ପ୍ରଦାନ କରିଥିଲେ ।

ଦଳର ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶ୍ରେୟସ ୨୬ ଏବଂ ସୁନ୍ଦର ୧୯ରନ୍ କରିବାରେ ସକ୍ଷମ ହୋଇଥିଲେ । ଏହା ପରେ ଶୁଭମନ ଗିଲ୍ ରନ୍ ସ୍କୋରିଂର ଦାୟିତ୍ୱ ନେଇ ମାତ୍ର ୭୬ଟି ବଲ୍ ନିଜର ନବମ ଦିନିକିଆ ଶତକ ହାସଲ କରିଥିଲେ । ସେହିପରି ଇଶାନ କିଶନ ମଧ୍ୟ ଆକ୍ରମଣାତ୍ମକ ବ୍ୟାଂଟି କରି କେବଳ ୭୧ଟି ବଲ୍ ନିଜର ଦ୍ୱିତୀୟ ଦିନିକିଆ ଶତକ ପୂରଣ ପାରିଛନ୍ତି । ଉଭୟ ବ୍ୟାଟର ସମାନ ଓଭରରେ ନିଜ ନିଜ ଶତକ ପୂରଣ କରି ଦର୍ଶକ ମାନଙ୍କୁ ରୋମାଞ୍ଚିତ କରିଦେଇ ଥିଲେ । ଶୁଭମନ ଗିଲ ୧୧୦ବଲ୍ ୧୫୪ରନ୍ ସଂଗ୍ରହ କରିଥିଲେ । ୨୨ଟି ଚୌକା ଓ୨ଟି ଛକା ମାରି ଆଉଟ୍ ହେବା ପରେ ଭାରତୀୟ ଇନିଂଶର ଗତି କିଛିଟା ମନ୍ଥର ହୋଇଯାଇଥିଲା । ଏହାପରେ ଦ୍ରୁତ ଗତିରେ ଉଇକେଟ୍ ପଡିବାରେ ଲାଗିଥିଲା । ଶେଷରେ ଭାରତୀୟ ଦଳର ଇନିଂଶକୁ ପୂର୍ଣ୍ଣ ୫୦ ଓଭର ପୂର୍ବରୁ ଶେଷ କରିବାରେ ସଫଳ ହେବା ପୂର୍ବରୁ ମାତ୍ର ଗୋଟିଏ ବଲ୍ ବାକି ଥିବା ପୂର୍ବରୁ ସମସ୍ତ ଖେଳାଳି ଆଉଟ୍ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ