Masthead

କୃଷି ଓ ଖାଦ୍ୟ କ୍ଷେତ୍ରରେ ଭାରତ-ଇଟାଲୀର ସହଭାଗିତା

କୃଷି ଓ ଖାଦ୍ୟ ଉପରେ ମିଳିତ ଭାବେ କାର୍ଯ୍ୟ କରିବେ ଦୁଇ ଦେଶ

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ) :
ଭାରତ-ଇଟାଲୀ ମଧ୍ୟରେ ବଢିଲା ସଂପର୍କ । କୃଷି ଓ ଖାଦ୍ୟ ଉପରେ ମିଳିତ ଭାବେ କାର୍ଯ୍ୟ କରିବେ ଦୁଇ ଦେଶ । ଆର୍ଥିକ ସହଯୋଗ କମିଶନ ୨୨ତମ ଅଧିବେଶନରେ ଏନେଇ ନିଷ୍ପତ୍ତି ହୋଇଛି । ଆର୍ଥିକ ସ୍ଥିରତା, ଶିଳ୍ପ ସହଯୋଗ ଏବଂ ଅନ୍ତର୍ଭୁକ୍ତ ସ୍ଥାୟୀ ଅଭିବୃଦ୍ଧିକୁ ପ୍ରୋଶ୍ଚାହିତ କରିବା ପାଇଁ ଉଭୟ ଦେଶ ମଧ୍ୟରେ ଯୋଜନା ହୋଇଛି । ଶିଳ୍ପ ୪.୦, ମହାକାଶ ଶକ୍ତି ପରିବର୍ତ୍ତନ ଓ ସ୍ଥାୟୀ ଗତିଶୀଳତା ସମେତ ରଣନୈତିକ କ୍ଷେତ୍ରରେ ସହଯୋଗକୁ ପ୍ରାଥମିକତା ଦେବାକୁ ସହମତ ପ୍ରକାଶ ପାଇଛି । ଦକ୍ଷତା ବିକାଶ, ଡିଜିଟାଲ୍ ନବସୃଜନ, ଏବଂ ଆଇଏମ୍ଇସି ଭଳି ପ୍ରକଳ୍ପରେ ମିଳିତ ପଦକ୍ଷେପ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ଏଣିକି ସ୍ଥାୟୀ କୃଷି ମୂଲ୍ୟ ଶୃଙ୍ଖଳା, କୃଷି ଯନ୍ତ୍ରପାତି, ଖାଦ୍ୟ ପ୍ୟାକେଜିଂ, ସବୁଜ ହାଇଡ୍ରୋଜେନ ଏବଂ ଜୈବ ଇନ୍ଧନ କ୍ଷେତ୍ରରେ ମଧ୍ୟ ପରସ୍ପର ସହଯୋଗର ହାତ ବଢ଼ାଇବେ । ଉଭୟ ଦେଶ ମଧ୍ୟରେ ହୋଇଥିବା ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଭାରତ ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ ଭାଗ ନେବା ସହ ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ