Masthead

୪୫ କୋଟିର ଡ୍ରଗ୍ସ ଜବତ

ଆସାମ (ବଡ଼ ଖବର ବ୍ୟୁରୋ): ଆସାମର କଚାର ଜିଲ୍ଲାରେ ବଡ଼ ଧରଣର ଅପରେସନ୍‌ରେ ପୁଲିସକୁ ସଫଳତା ମିଳିଛି । ୪୫ କୋଟି ଟଙ୍କାର ବିପୁଳ ଡ୍ରଗ୍ସ ଜବତ । ବଡ଼ ଧରଣର ଅପରେସନ୍‌ରେ ପୋଲିସକୁ ସଫଳତା । କଚାର ଜିଲ୍ଲାରେ ବଡ଼ ଡ୍ରଗ୍ସ ନେକ୍‌ୱାର୍କର ପର୍ଦ୍ଦାଫାସ । ୪ ଜଣ ଡ୍ରଗ୍ସ ମାଫିଆଙ୍କୁ ବାନ୍ଧିଲା ଆସାମ ପୋଲିସ । ବଡ଼ ଡ୍ରଗ୍ସ ନେଟ୍‌ୱାର୍କର ପର୍ଦ୍ଦାଫାସ୍ ହୋଇଛି । ୪ ଜଣ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି ଆସାମ ପୁଲିସ ।

ଏ ଗ୍ୟାଙ୍ଗରେ ଆଉ କିଏ କିଏ ସାମିଲ ଅଛନ୍ତି ତାର ଖୋଳତାଡ ଜାରି ରହିଛି । ସୋମବାର ଡ୍ରଗ୍ସ କାରବାର ବିରୋଧରେ ବଡ଼ ଧରଣର ଅପରେସନ୍ ହୋଇଥିଲା । ଦୀର୍ଘ ଘଣ୍ଟାର ସର୍ଚ୍ଚ ପରେ ପୁଲିସକୁ ସଫଳତା ମିଳିଥିଲା । ଲଗାତାର ଦୁଇ ଚଢାଉରେ ୧.୫ ଲକ୍ଷ ଟାବଲେଟ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୪୫ କୋଟି ଟଙ୍କା ହେବ । ଘଟଣାରେ ୪ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରିଛି କଚାର ପୁଲିସ ।

ଏତେ ବଡ଼ ଧଳାଜହର କାରବାର ପଛରେ ଆଉ କିଏ କିଏ ରହିଛନ୍ତି ତାର ଖୋଳତାଡ଼ ଜାରି ରହିଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏକ୍ସରେ ଲେଖିଛନ୍ତି ୪୫ କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଛି । ଦୁଇ ସଫଳ ଡ୍ରଗ୍ସ କାରବାର ବିରୋଧୀ ଅଭିଯାନରେ କଚାର ପୁଲିସକୁ ସଫଳତା ମିଳିଛି । ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା