Masthead

୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀ ଫେରି ମହାପ୍ରଭୁଙ୍କ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ୩ ଦିନିଆ ଦିଲ୍ଲୀ ଗସ୍ତ ସାରି ଫେରିବେ ମୋହନ ମାଝୀ । ଦିଲ୍ଲୀରେ ବରିଷ୍ଠ ନେତାଙ୍କ ଆଲୋଚନା କରିଛନ୍ତି । ଅମିତ୍ ଶାହ, ପ୍ରହଲ୍ଲାଦ ଯୋଶୀ, ଏଚ ଡି କୁମାର ସ୍ୱାମୀଙ୍କୁ ଭେଟିଛନ୍ତି । ଖାଲି ଏମାନଙ୍କୁ ନୁହେଁ ଅନେକ ଦଳୀୟ ଶୀର୍ଷ ନେତୃତ୍ୱଂକ ମଧ୍ୟ ଏହି ଗସ୍ତ ସମୟରେ ଭେଟି ରାଜ୍ୟର ସରକାର ଏବଂ ସଂଗଠନ ବିଷୟରେ ଚର୍ଚ୍ଚା କରିଛନ୍ତି ।

ତା ସହ ରାଜ୍ୟର ସାଂସଦ ମାନଙ୍କ ସହ ବି ଗୁରୁତ୍ତ୍ୱପୂର୍ଣ ବୈଠକ କରି ରାଜ୍ୟକୁ ଫେରିଛନ୍ତି । ଆଉ ଆଜି ଓଡ଼ିଶାରେ ପହଞ୍ଚିବା ପରେ ଦିନ ତମାମ ଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ସିଏମ । ସନ୍ଧ୍ୟାରେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀ ଯିବେ ମୋହନ । ଚତୁର୍ଦ୍ଧାମୂର୍ତ୍ତିଙ୍କ ସାନିଧ୍ୟ ଲାଭ କରିବ ସହ ଶ୍ରୀକ୍ଷେତ୍ରର ଉନ୍ନତି କରଣ, ରତ୍ନ ଭଣ୍ଡାର ସମ୍ପର୍କିତ ଆଲୋଚନା କରିବାର ଯାହା କାର୍ଯ୍ୟ ରହିଥିବା ସୂଚନା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର