Masthead

ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): ଧର୍ମଶାଳା ରାଜନୀତିରେ ବଡ଼ ଟ୍ୱିଷ୍ଟ । ପ୍ରଣବ ବଳବନ୍ତରାୟଙ୍କ ଭାଇଙ୍କୁ ଶକ୍ତ ଝଟକା । ଅନାସ୍ଥାକୁ ସାମ୍ନା କରିବା ପୂର୍ବରୁ ଓହରିଗଲେ ପ୍ରଭାତ । ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଣବଙ୍କ ଭାଇ ପ୍ରଭାତ ବଳବନ୍ତରାୟ । ଗୋଟିଏ ପରେ ଗୋଟିଏ ଖସିବା ଆଶଙ୍କା କି ଏଡ଼ାଇ ଦିଆ ଯାଇ ପାରିବ ନାହିଁ। ହିମାଂଶୁ ଙ୍କ ଗୋଟି ଚାଳନା ରେ ଧରାଶାୟୀ ବିଜେଡି। ଧର୍ମଶାଳା ପଞ୍ଚାଯତ ସମିତି ଅଧ୍ୟକ୍ଷ ପଦରୁ ପ୍ରଭାତ ବଳବନ୍ତରାୟ ଙ୍କ ଇସ୍ତଫା। ୩୮ ସଦସ୍ୟଙ୍କ ଦ୍ଵାରା ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା। ୨୨ତାରିଖରେ ଫ୍ଲୋର ଟେଷ୍ଟ ପାଇଁ ତାରିଖ ଧାର୍ୟ୍ୟ ହୋଇଥିବା ବେଳେ ପୁର୍ବରୁ ଇସ୍ତଫା ଦେଇଛନ୍ତି। ଆନସ୍ତା ହାରିବାର ଥିଲା ସମ୍ଭାବନା। ଏଥି ସହିତ ବିଜେଡି ହାତରୁ ଖସିଲା ଧର୍ମଶାଳା ପଞ୍ଚାୟତ ସମିତି। ପରିବାରବାଦ୍ ଶାସନରୁ ମୁକ୍ତ ହେଲା ଧର୍ମଶାଳା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି