Masthead

ପୁଣି ଜେଲ୍ ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ଜେଲ୍ ସୁରକ୍ଷା ଉପରେ ଉଠିଲା ବଡ଼ ପ୍ରଶ୍ନ । ବାଲେଶ୍ୱର ସୋରରେ ପାଚେରୀ ଡେଇଁ କଏଦୀ ଚମ୍ପଟ । ସୋର ସବଜେଲର ବିଚାରଧୀନ ଝାରଖଣ୍ଡ କଏଦୀ ୧୯ରେ ଆସି ୨୧ ଫେରାର ହୋଇଥିବା ସୂଚନା ମିଳିଛି । ଫେରାର ବନ୍ଦୀ ଜଣକ ଝାରଖଣ୍ଡର ଦୀପକ ରାୟ । ଏକ ଚୋରି କେସରେ ମାତ୍ର ତିନିଦିନ ହେବ ଆସିଥିଲେ । ତେବେ ଜେଲର ଢିଲା ସୁରକ୍ଷା ଦେଖି ଜେଲ୍ ଦକ୍ଷିଣ ପାର୍ଶ୍ଵ ପାଚେରୀରେ କମ୍ବଳ ପକାଇ ଚମ୍ପଟ ମାରିଛନ୍ତି । ଘଟଣାକୁ ୧୫ ଘଣ୍ଟା ବିତିଲାଣି ହେଲେ ଏଯାଏଁ କିଛିବି ମିଳୁନି ଟେର ।

ଫେରାର କଏଦୀ ଜଣକ ଝାଡ଼ଖଣ୍ଡର ଦୀପକ ରାୟ ଏକ ଚୋରି କେସରେ ତାକୁ ସିମୁଳିଆ ପୋଲିସ ଗିରଫ କରି ସୋର ଜେଲକୁ ପଠାଇଥିଲା । ମାତ୍ର ଜେଲରେ ତିନିଦିନ ରହିବା ପରେ ଗତକାଲି ସନ୍ଧ୍ୟରେ ବନ୍ଦୀ ଦୀପକ ପାଚେରୀ ଡେଇଁ ଫେରାର । ଘଟଣାର ତଦନ୍ତ ପାଇଁ ଜେଲ୍ ସର୍କଲ୍ ସୁପରି ଟେଣ୍ଟେଣ୍ଟଙ୍କୁ ନିର୍ଦ୍ଦେଶ ଦେଲେ ଜେଲ୍ ଡିଜି ସୁଶାନ୍ତ ନାଥ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ