Masthead

ମଣିଷକୁ ଖାଇଲା ବାଘ !

(ବଡ଼ ଖବର ବ୍ୟୁରୋ): ମଣିଷକୁ ଖାଇଗଲା ମହାବଳ ବାଘ । ବାରିପଦା କରଞ୍ଜିଆ ବନଖନଡ଼ ଦୁଧିଆଣୀ ରେଞ୍ଜ୍‌ ଅଧୀନ କୁମୁଡ଼ାବାଡ଼ି ଗାଁ ରାଜାମ୍ ସାହି ନିକଟ ଜଙ୍ଗଲରେ ପଡ଼ିଛି ଜେଣ ବ୍ୟକ୍ତିଙ୍କ କ୍ଷତାକ୍ତ ଗୋଡ଼ । ମଣିଷର ଅଧା ଦେହକୁ ଖାଇ ବାଘ ଚାଲିଯାଇଥିବା ପାରିପାଶ୍ୱିର୍କ ସ୍ଥିତିକୁ ସନ୍ଦେହ କରାଯାଉଛି । ମୃତ ବ୍ୟକ୍ତି ଜଣକ ଯଶିପୁର ଥାନା ବସନ୍ତପୁର ଗାଁର ସାଧୁ ନାଏକ ସକାଳୁ ଛେଳି ପାଇଁ ଡ଼ାଳ ଆଣିବାକୁ ଜଙ୍ଗଲକୁ ଯାଇଥିଲେ ।

ସେଠାରୁ ଆଉ ସେ ଘରକୁ ଫେରିନଥିଲେ । ସୋମବାର ସକାଳୁ ସକାଳୁ ତାଙ୍କର ଦୁଇଟି କ୍ଷତାକ୍ତ ଗୋଡ଼ ମିଳିଥିଲା ।  ଘଟଣାସ୍ଥଳରେ ଯଶିପୁର ପୋଲିସ ଓ ବନବିଭାଗ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ତେବ ଏ ଘଟଣାକୁ ନେଇ ସ୍ଥାନିୟ ଅଞ୍ଚଳରେ ଭୟର ବାତାବରଣ ଖେଦିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମଣିଷକୁ ଖାଇଲା ବାଘ ! 🔴 ପୋଲିସ୍‌ ମାଡ଼ରେ ଯୁବକଙ୍କ ମୃତ୍ୟୁ! 🔴 ତ୍ରିମୂଖୀ ଲଢ଼େଇ ପାଇଁ ଅଣ୍ଟା ଭେଡିଲେ ବିଜେପି-କଂଗ୍ରେସ-ବିଜେଡି 🔴 ପ୍ରେସ୍‌ ଛକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ 🔴 ଏକତରଫା ପ୍ରେମରେ ବିଫଳରୁ ହିଡେନ୍ କ୍ୟାମେରା’ 🔴 ସର୍ପ ବନ୍ଧନରେ କୃଷ୍ଣ 🔴 କିଏ ଜିତିବ IPL ୨୦୨୬ ମୁକୁଟ ? 🔴 କାଳବୈଶାଖୀ ନେଇ ଆଲର୍ଟ 🔴 ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର 🔴 ଆଜି ସାରା ରାଜ୍ୟରେ ବର୍ଷା ନେଇ ଆଲର୍ଟ ! 🔴 ମଣିଷକୁ ଖାଇଲା ବାଘ ! 🔴 ପୋଲିସ୍‌ ମାଡ଼ରେ ଯୁବକଙ୍କ ମୃତ୍ୟୁ! 🔴 ତ୍ରିମୂଖୀ ଲଢ଼େଇ ପାଇଁ ଅଣ୍ଟା ଭେଡିଲେ ବିଜେପି-କଂଗ୍ରେସ-ବିଜେଡି 🔴 ପ୍ରେସ୍‌ ଛକ ମାଛ ମାର୍କେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ 🔴 ଏକତରଫା ପ୍ରେମରେ ବିଫଳରୁ ହିଡେନ୍ କ୍ୟାମେରା’ 🔴 ସର୍ପ ବନ୍ଧନରେ କୃଷ୍ଣ 🔴 କିଏ ଜିତିବ IPL ୨୦୨୬ ମୁକୁଟ ? 🔴 କାଳବୈଶାଖୀ ନେଇ ଆଲର୍ଟ 🔴 ଝାରସୁଗୁଡ଼ାରେ ଏନ୍‌କାଉଣ୍ଟର 🔴 ଆଜି ସାରା ରାଜ୍ୟରେ ବର୍ଷା ନେଇ ଆଲର୍ଟ !