Masthead

ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ

ରାଜନୀତିରେ ବିଜୟ କିମ୍ବା ପରାଜୟ ପାଇଁ ବ୍ୟକ୍ତିକୁ ମନେ ରଖାଯାଏ ନାହିଁ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୁଣି ରାଜନୀତିକ ଟିପାଟିପଣି ଦେବା ଆରମ୍ଭ କରିଦେଇଛନ୍ତି ପୂର୍ବତନ ବିଜେଡି ନେତା ତଥା ପୂର୍ବତନ 5ଟି ଅଧ୍ୟକ୍ଷ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ । ସେ ତାଙ୍କର ଇନ୍ସଷ୍ଟାଗ୍ରାମ ଜରିଆରେ କହିଛନ୍ତି କି, ରାଜନୀତିରେ ବିଜୟ କିମ୍ବା ପରାଜୟ ପାଇଁ ମନେ ରଖାଯାଇବ ନାହିଁ । ବରଂ ମାନବ ଆତ୍ମା ପ୍ରତି ଆମର ଅବଦାନ ପାଇଁ ମନେ ରଖାଯାଇବ । ମୁଁ ନିଶ୍ଚିତ ଯେ ଆମର ସହରଗୁଡ଼ିକ ଉପରୁ ଶତାଦ୍ଦୀର ଧୂଳି ଉଡ଼ିଯିବା ପରେ, ଆମକୁ ମଧ୍ଯ ଯୁଦ୍ଧ ବିଶ୍ୱାସ ରଖିବାକୁ ହେଉଛି। କେନେଡିଙ୍କର ଏହି ମନ୍ତବ୍ୟକୁ ଆଦୃତ କରି ଏଭଳି ପାଣ୍ଡିଆନ କହିଛନ୍ତି ।

ଆଉ ତାଙ୍କର ଏଭଳି ପୋଷ୍ଟକୁ ନେଇ ଏବେ ରାଜନୀତିରେ ଚହଳ ସୃଷ୍ଟି କରିଛି। କାହିଁକି ନା ଦୀର୍ଘ ଦିନର ନିରବତା ପରେ ଏଭଳି ପୋଷ୍ଟ ସମସ୍ତଙ୍କୁ ଚକିତ କରି ରଖିଛି। ଯେହେତୁ ରାଜ୍ୟରେ ଏବେ ତାଙ୍କ ଧର୍ମପତ୍ନୀଙ୍କୁ ନେଇ ବିଜେଡି ସହ ଯୋଡ଼ା ଯାଉଛି । ଚର୍ଚ୍ଚା ହେଉଛି କି ବିଜେଡିରେ ସାମିଲ ହୋଇ ଦଳର ମଙ୍ଗ କୁଆଡେ ଧରିବେ । କିନ୍ତୁ ଏହାରି ଭିତରେ ଭୈରବଙ୍କ ପୋଷ୍ଟ ରାଜନୈତିକ ବୟାନକୁ ନେଇ ଆସିବା ରୋଚକ ଭରି ଦେଇଛି ବିଜେଡି ଶିବିରକୁ । କୁଆଡେ ରାଜ୍ୟରେ ରାଜନୀତିକ ସାମ୍ପ୍ରତିକ ସ୍ଥିତିକୁ ନେଇ ତାଙ୍କୁ ବୁଝାଇ ଦିଆଯାଇଛି କି ତୁମକୁ ଓଡ଼ିଶା ଖୋଜୁଛି । ସେଥିପାଇଁ ଏଭଳି ପୋଷ୍ଟ କରି କିଛି ଦର୍ଶାଇବାକୁ ଚାହୁଁଛନ୍ତି କି ପାଣ୍ଡିଆନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟ ହତ୍ୟା ମାମଲା,୧୧ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଂଚ 🔴 ‘ଦେଶାତ୍ମକ ବୋଧ ସଙ୍ଗୀତକୁ ବି ଛାଡିଲେନି ଗୁରୁଚଣ୍ଡାଳ’ ପୁଣି ପାଠ୍ୟପୁସ୍ତକରେ ତ୍ରୁଟି 🔴 ଘୁରି ବୁଲୁଛି ନକଲି ଟେମ୍ପୁଲ୍‌ ସ୍କ୍ୱାଡ୍‌ ନିଯୁକ୍ତିପତ୍ର 🔴 ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଫଟୋ 🔴 ଖସିଲା ସିଲିଂ, ବର୍ତ୍ତିଗଲେ ନବଜାତକ ଏବଂ ପ୍ରସୂତି 🔴 ଦିଲ୍ଲୀ ଫେରି ଯିବେ ରାଷ୍ଟ୍ରପତି 🔴 ବଢ଼ିବ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ବନ୍ୟା ଧୋଇନେଲା ଚାଷ, ଏବେ ଚିନ୍ତାରେ ଚାଷୀ 🔴 ସମୁଦ୍ର ବାଲିକୁ ବି ଛାଡ଼ିଲେନି ବାଲି ମାଫିଆ 🔴 ନବମ ଛାତ୍ରଙ୍କୁ ନିସ୍ତୁକ ମାରିଲେ ଦଶମ ଛାତ୍ର 🔴 ସୌମ୍ୟ ହତ୍ୟା ମାମଲା,୧୧ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଂଚ 🔴 ‘ଦେଶାତ୍ମକ ବୋଧ ସଙ୍ଗୀତକୁ ବି ଛାଡିଲେନି ଗୁରୁଚଣ୍ଡାଳ’ ପୁଣି ପାଠ୍ୟପୁସ୍ତକରେ ତ୍ରୁଟି 🔴 ଘୁରି ବୁଲୁଛି ନକଲି ଟେମ୍ପୁଲ୍‌ ସ୍କ୍ୱାଡ୍‌ ନିଯୁକ୍ତିପତ୍ର 🔴 ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଫଟୋ 🔴 ଖସିଲା ସିଲିଂ, ବର୍ତ୍ତିଗଲେ ନବଜାତକ ଏବଂ ପ୍ରସୂତି 🔴 ଦିଲ୍ଲୀ ଫେରି ଯିବେ ରାଷ୍ଟ୍ରପତି 🔴 ବଢ଼ିବ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ବନ୍ୟା ଧୋଇନେଲା ଚାଷ, ଏବେ ଚିନ୍ତାରେ ଚାଷୀ 🔴 ସମୁଦ୍ର ବାଲିକୁ ବି ଛାଡ଼ିଲେନି ବାଲି ମାଫିଆ 🔴 ନବମ ଛାତ୍ରଙ୍କୁ ନିସ୍ତୁକ ମାରିଲେ ଦଶମ ଛାତ୍ର