Masthead

ରୋହିତ-କୋହିଲି ଯୋଡ଼ିଙ୍କ ଉପରେ ନଜର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତୀୟ ପୁରୁଷ କିକ୍ରେଟ୍ ଦଳ ଉପରେ ସାରା ଦେଶର ନଜର । ଆରମ୍ଭ ହେବାକୁ ଯାଉଛି ଦିନିକିଆ ମ୍ୟାଚ୍ । ଟି୨୦ ସିରିଜରେ ଭାରତର ସୋଚନୀୟ ପରାଜୟ ପରେ ଏବେ ଦିନିକିଆରେ ପଡିଆକୁ ଓହ୍ଲାଇବ ଭାରତ । ଭାରତ ଓ ଇଂଲଣ୍ଡର ମଧ୍ୟରେ ଚାଲିବ ଦିନିକିଆ ସିରିଜ୍ । ଏହି ମ୍ୟାଚ୍ ବୋର୍ମିଂହାମର ଏଜବାଷ୍ଟନରେ ଖେଳାଯିବ । ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୩ଟା ୩୦ମିନିଟ୍ ରେ ମ୍ୟାଚ୍ ଖେଳାଯିବ । ଭାରତ ଦିନିକିଆରେ ଭଲ ପ୍ରଦର୍ଶନ କରିବା ନେଇ ନିଜକୁ ପ୍ରସ୍ତୁତ କରିଛି ।

ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଛନ୍ତି କ୍ୟାପଟେନ୍ ସୁବମନ୍ ଗିଲ୍ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳ ହେବାକୁ ଥିବା ବେଳେ ଇଣ୍ଡିଆ ଟିମ୍ ସାମିଲ ହୋଇଛନ୍ତି ବରିଷ୍ଠ ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହିଲି । ଦୁହିଁଙ୍କ ପ୍ରତ୍ୟାବର୍ତ୍ତନ ରେ ୫୦ ଓଭରିଆ ଖେଳକୁ ନେଇ ସମସ୍ତଙ୍କ ନଜର । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପସ୍ଥିତି ଭାରତୀୟ ବ୍ୟାଟିଂ ଶକ୍ତିଶାଳୀ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ଟି୨୦ ଶୃଙ୍ଖଳାରେ ଦମଦାର ପ୍ରଦର୍ଶନ ଦେଖାଇ ଇଂଲଣ୍ଡ ଦଳ ଆତ୍ମବିଶ୍ୱାସରେ ଭରପୁର ରହିଛି । ତେଣୁ ଏହି ମୁକାବିଲା ରୋମାଞ୍ଚକ ହେବ ଶୁନିଶ୍ଚିତ । ଦିନିକିଆ ଖେଳର ଫର୍ମାଟରେ ଉଭୟ ଦଳର ରେକର୍ଡ଼ ମଧ୍ୟ ବେଶ୍ ରହିଛି । ଯାହାକୁ ଦେଖିବା ପାଇଁ ସମସ୍ତଙ୍କ ମନରେ ଉତ୍ସାହ ଭରିଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରୋହିତ-କୋହିଲି ଯୋଡ଼ିଙ୍କ ଉପରେ ନଜର 🔴 କୋଭିଡକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୈଠକ 🔴 ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ 🔴 ଓଡ଼ିଶାକୁ ଜାରି ୟେଲୋ ୱାର୍ଣ୍ଣିଂ 🔴 ୧୬ ଦିନରେ ସୋନମ୍ ୱାଙ୍ଗଚୁକ୍ ଅନଶନ 🔴 ହର୍ମୁଜ ପାଇଁ ବିପଦରେ ଦୁଇ ଦେଶ ଜନତା 🔴 ଆନ୍ଧ୍ରରେ ୨ଜଣଙ୍କର କୋରନାରେ ମୃତ୍ୟୁ , ଓଡିଶାକୁ ହାଇଆର୍ଲଟ 🔴 ପହଞ୍ଚିଲାନି ଆମ୍ବୁଲାନ୍ସ, ଟ୍ରାକ୍ଟରରେ ଜନ୍ମ ହେଲା ଶିଶୁ କନ୍ୟା 🔴 ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ହେବ ଭକ୍ତ-ଭଗବାନଙ୍କ ମିଳନ 🔴 ସମୁଦ୍ରରୁ ମିଳିଲା ୯ ମତ୍ସ୍ୟଜୀବୀଙ୍କ ମୃତଦେହ 🔴 ରୋହିତ-କୋହିଲି ଯୋଡ଼ିଙ୍କ ଉପରେ ନଜର 🔴 କୋଭିଡକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୈଠକ 🔴 ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ 🔴 ଓଡ଼ିଶାକୁ ଜାରି ୟେଲୋ ୱାର୍ଣ୍ଣିଂ 🔴 ୧୬ ଦିନରେ ସୋନମ୍ ୱାଙ୍ଗଚୁକ୍ ଅନଶନ 🔴 ହର୍ମୁଜ ପାଇଁ ବିପଦରେ ଦୁଇ ଦେଶ ଜନତା 🔴 ଆନ୍ଧ୍ରରେ ୨ଜଣଙ୍କର କୋରନାରେ ମୃତ୍ୟୁ , ଓଡିଶାକୁ ହାଇଆର୍ଲଟ 🔴 ପହଞ୍ଚିଲାନି ଆମ୍ବୁଲାନ୍ସ, ଟ୍ରାକ୍ଟରରେ ଜନ୍ମ ହେଲା ଶିଶୁ କନ୍ୟା 🔴 ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି, ହେବ ଭକ୍ତ-ଭଗବାନଙ୍କ ମିଳନ 🔴 ସମୁଦ୍ରରୁ ମିଳିଲା ୯ ମତ୍ସ୍ୟଜୀବୀଙ୍କ ମୃତଦେହ