ଏସଆଇ ପରୀକ୍ଷାର୍ଥୀଙ୍କ ପାଇଁ ଏକ ବଡ ସୂଚନା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ଓଡିଶା ୟୁନିଫର୍ମଡ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନ (ousssc) ପକ୍ଷରୁ ଆସିଲା ଏକ ବଡ ସୂଚନା । ଚଳିତ ବର୍ଷ ଅକ୍ଟୋବର ମାସରେ ହେବ ସବ୍ – ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପରୀକ୍ଷା । କମିଶନ ସ୍ପଷ୍ଟ କରିଛି ଯେ, ପ୍ରଶ୍ନ ପତ୍ର ଲିକ୍ ଘଟଣା ଯୋଗୁଁ ପୂର୍ବରୁ ପରୀକ୍ଷା ଦେଇପାରି ନ ଥିବା ପରୀକ୍ଷାଥିମାନଙ୍କୁ ଅଗାମୀ ପରୀକ୍ଷାରେ ସାମିଲ ହେବାର ସୁଯୋଗ ଦିଆଯିବ । ଅଧିକାରୀମାନଙ୍କ କହିବା ଅନୁସାରେ ନିଯୁକ୍ତି ପ୍ରକ୍ରିୟାରେ ନିରପେକ୍ଷତା ଓ ସ୍ୱଚ୍ଛତା ବଜାୟ ରଖିବା ଉଦେ୍ଦଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । କୌଣସି ଯୋଗ୍ୟପ୍ରାର୍ଥୀ ଯେପରି ପରୀକ୍ଷା ଦେବା ସୁଯୋଗରୁ ବଞ୍ଚିତ ନ ହୁଅନ୍ତି । ରାଜ୍ୟର ହଜାର ହଜାର ଚାକିରି ଆସାୟୀଙ୍କ ପାଇଁ ଏହି ଏସଆଇ ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କମିଶନ କହିଛନ୍ତି ଯେ, ସଂଶୋଧିତ ପରୀକ୍ଷା ସୂଚୀ ଖୁବ୍ ଶୀଘ୍ର ପ୍ରକାଶ ପାଇବ । ପ୍ରର୍ଥୀମାନଙ୍କୁ ସେହି ଅନୁଯାଇ ପ୍ରସ୍ତୁତି ଜାରି ରଖିବାକୁ ପରାମର୍ଶ ଦିଆଯାଇଛି । ଭବିଷ୍ୟତରେ ଏଭଳି ଅନିୟମିତତା ଯେପରି ଆଉ ନ ଘଟେ, ସେଥିପାଇଁ କଡା ପଦକ୍ଷେପ ନିଆଯାଉଥିବା କଥା ମଧ୍ୟ କର୍ତ୍ତପକ୍ଷ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଲି ବିଧାନସଭା, ଆଜି ବସିଲା ସର୍ବଦଳୀୟ ବୈଠକ 🔴 ଭୁବନେଶ୍ୱରରେ ବିଗିଡିଲା ବାୟୁର ମାନ 🔴 ଦିଲ୍ଲୀରେ ବିଷାକ୍ତ ହେଲା ବାୟୁ 🔴 ଭୂକମ୍ପରେ ଥରିଲା ଜାପାନ 🔴 ଭୂକମ୍ପରେ ଥରିଲା ଜାପାନ 🔴 ଦୀପାବଳୀ ପରେ ବଢିବ ଶୀତ 🔴 ବାତ୍ୟା ଓ ବନ୍ୟାରେ ପ୍ରଭାବିତ ଗଞ୍ଜାମ ଲୋକଙ୍କ ପାଇଁ ସହାୟତା ଲୋଡ଼ିଲେ ଜିଲ୍ଲାପାଳ 🔴 ଦୁର୍ନୀତି ବିରୋଧରେ କଠୋର ହେଲେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏସିଏସ 🔴 ୪୬ ଦିନ ପରେ ଖୋଲିଲା କଳିଙ୍ଗା ଘାଟି 🔴 ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ 🔴 କାଲି ବିଧାନସଭା, ଆଜି ବସିଲା ସର୍ବଦଳୀୟ ବୈଠକ 🔴 ଭୁବନେଶ୍ୱରରେ ବିଗିଡିଲା ବାୟୁର ମାନ 🔴 ଦିଲ୍ଲୀରେ ବିଷାକ୍ତ ହେଲା ବାୟୁ 🔴 ଭୂକମ୍ପରେ ଥରିଲା ଜାପାନ 🔴 ଭୂକମ୍ପରେ ଥରିଲା ଜାପାନ 🔴 ଦୀପାବଳୀ ପରେ ବଢିବ ଶୀତ 🔴 ବାତ୍ୟା ଓ ବନ୍ୟାରେ ପ୍ରଭାବିତ ଗଞ୍ଜାମ ଲୋକଙ୍କ ପାଇଁ ସହାୟତା ଲୋଡ଼ିଲେ ଜିଲ୍ଲାପାଳ 🔴 ଦୁର୍ନୀତି ବିରୋଧରେ କଠୋର ହେଲେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏସିଏସ 🔴 ୪୬ ଦିନ ପରେ ଖୋଲିଲା କଳିଙ୍ଗା ଘାଟି 🔴 ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ