Masthead

ପୂର୍ବତନ ଶ୍ରମ ଅଧିକାରିଣୀ ଜାସ୍ମିନ ଶୁଭଦର୍ଶନୀଙ୍କ ନାମରେ ଥାନାରେ ମାମଲ ରୁଜୁ

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ରାୟଗଡ଼ ଜିଲ୍ଲା ପୂର୍ବତନ ଶ୍ରମ ଅଧିକାରିଣୀ ଜାସ୍ମିନ ଶୁଭଦର୍ଶନୀ ସାହୁଙ୍କ ନାମରେ ରାୟଗଡ଼ ଥାନାରେ ମାମଲ ରୁଜୁ। ବର୍ତମାନର ଶ୍ରମ ଅଧିକାରୀ ଥାନାରେ ଏତଲା ଦେଇଛନ୍ତି। ଏହାସହ କୋଟିକୋଟି ସରକାରୀ ଅର୍ଥ ଆତ୍ମସାତରେ ସହଯୋଗ କରିଥିବା ବ୍ୟକ୍ତିଙ୍କ ନାମରେ ମଧ୍ୟ ଏହି ଏତଲାରେ ଉଲ୍ଲେଖ ଥିବା ଜଣାପଡ଼ିଛି। ଶ୍ରମ ବିଭାଗରେ ନିର୍ମାଣ ଶ୍ରମିକଙ୍କୁ ମରଣାନ୍ତର ସହାୟତା ଟଙ୍କାକୁ ଚଞ୍ଚକତା କରି ପ୍ରାୟ ୩୮କୋଟି ଟଙ୍କା ଆତ୍ମସାତ ହୋଇଥିଲା।

ଏହି ଘଟଣା ଉପରୁ ପ୍ରଥମେ ‘ବଡ଼ ଖବର’ ପରଦା ଉଠାଇଥିଲା। ମୃତ ବ୍ୟକ୍ତିଙ୍କୁ ଜୀବନ୍ତ କରି ନିର୍ମାଣ ଶ୍ରମିକ ରୂପେ ପଞ୍ଜିକୃତ କରିବା, ତା ପରେ ନକଲି ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ କରି ସେହି ପ୍ରମାଣପତ୍ର ଜରିଆରେ ସହାୟତା ରାଶି ସରକାରୀ ତହସିଲରୁ ମଞ୍ଜୁର କରାଇ ଆତ୍ମସାତ କରିବା ଭଳି ଜଘନ୍ୟ କାର୍ଯ୍ୟ କରାଇଥିଲେ ଏହି ଅଧିକାରିଣୀ। ସରକାର ଗତ ୨୬ତାରିଖରେ କାର୍ଯ୍ୟରୁ ନିଲମ୍ୱନ କରିଥିବା ବେଳେ ବର୍ତ୍ତମାନ ଏତଲା ଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର