Masthead

ଭାଇ ପାଇଁ ଦିନଟିଏ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରା): ରାକ୍ଷୀ, ସ୍ନେହ ଶ୍ରଦ୍ଧାର ପ୍ରତୀକ । ରାକ୍ଷୀ ବଦଳରେ ଭାଇ ଦେଇଥାଏ ଭଉଣୀକୁ ଉପହାର । ହେଲେ, ଏ ଉପହାରର ମୂଲ୍ୟ କେହି କେବେ ତୁଳନା କରିନି । ଆଜି ରାକ୍ଷୀ ପୂର୍ଣ୍ଣିମା । ଏହାକୁ ଗହ୍ମା ପୂର୍ଣ୍ଣିମା ବୋଲି ମଧ୍ୟ କହନ୍ତି । ଜଗତପତି ଶ୍ରୀ ଜଗନ୍ନାଥଙ୍କ ବଡ଼ ଭାଇ ପ୍ରଭୁ ବଳଭଦ୍ରଙ୍କ ଆଜି ମଧ୍ୟ ଜନ୍ମଦିନ । ସବୁଠି ଉତ୍ସବର ମାହୋଲ । କରୋନା କଟକଣା ମଧ୍ୟରେ ପାଳିତ ହେଉଛି ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ।

ଖଣ୍ଡେ ରେଶମି ଡୋରି ପାଲଟିଛି ଭାଇ ଭଉଣୀଙ୍କ ପବିତ୍ର ବନ୍ଧନର ମୂକ ସାକ୍ଷୀ । ରାକ୍ଷୀ ବାନ୍ଧି ଭଉଣୀ ମାଗିଛି ରକ୍ଷାର ପ୍ରତିଶ୍ରୁତି । ତେଣେ ପ୍ରଭୁ ବଳଭଦ୍ରଙ୍କ ଜନ୍ମତ୍ସେବ ପାଳନ ପାଇଁ ଶ୍ରୀମନ୍ଦିରରେ ପାଳନ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ଘରେ ଘରେ ପିଠା ପଣାର ମହକ । ଚାଷୀଭାଇ ତାର ସାଥୀ ବଳଦ, ଗାଇ ଗୋରୁଙ୍କ ମୁଣ୍ଡରେ ସିନ୍ଦୁର ଚନ୍ଦନ ଲଗାଇ ପୂଜା ମଧ୍ୟ କରିଛି । ଆଉ ଖୁଆଇଛି ମଣ୍ଡା ପିଠା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ