Masthead

ଯବାନଙ୍କ ଗୁଳିରେ ଟଳିଲା ମାଓବାଦୀ ନନ୍ଦଲାଲ

ରାଇଘର  (ବଡ଼ ଖବର ବ୍ୟୁରୋ):  ଗରିଆବନ୍ଧି ପୋଲିସ, କୋବ୍ରା ବାଟାଲିୟନ ୨୦୭, ଏବଂ ସିଆରପିଏଫର ମିଳିତ ଅପରେସନରେ ଗରିଆ ବନ୍ଧ ଜିଲ୍ଲା ଯୁଗାଡ ଥାନା କର୍ଲା ଜହର ଜଙ୍ଗଲରେ ହୋଇଛି ଏନକାଉଣ୍ଟର । ଏହି ଏନକାଉଣ୍ଟରରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ନନ୍ଦଲାଲ । ନନ୍ଦଲାଲ୍ ଉଦାନ୍ତୀ ଏଲଓଏସର ଡେପୁଟି କମାଣ୍ଡର ଥିଲା । ସେ ୨୦୦୯ ରୁ ୨୦୧୦ ମଧ୍ୟରେ ମାଓ ସଂଗଠନରେ ସାମିଲ ସକ୍ରିୟ ଭାବରେ କାମ କରୁଥିଲା ।

ପୂର୍ବରୁ ସେହି ଅଞ୍ଚଳରେ ହୋଇଥିବା ସମସ୍ତ ମାଓ କାର୍ଯ୍ୟକଳାପରେ ସାମିଲ ଥିବା ସହ ରାସ୍ତା କାମରେ ଲାଗିଥିବା ଗାଡ଼ି ପୋଡ଼ା ଘଟଣା ସାମିଲ ରହିଥିବା ସନ୍ଦେହ କରୁଛି ପୋଲିସ । ନନ୍ଦଲାଲ୍ ଉପରେ ୫ ଲକ୍ଷର ପୁରସ୍କାର ଘୋଷଣା କରାଯାଇଥିଲା। ମୃତଶରୀର ପାଖରୁ କିଛି ମାଓ ସାମଗ୍ରୀ ସହ ୩ ରାଇଫଲ ଜବତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା