ଆଫଗାନିସ୍ତାନର ଜଲାଲାବାଦରେ ସିରିଜ ବିସ୍ଫୋରଣ

(ବଡ଼ ଖବର ବ୍ୟୁରୋ): ଆଫଗାନିସ୍ତାନର ଜଲାଲାବାଦ ଏବଂ କାବୁଲରେ ତାଲିବାନ ଗାଡିକୁ ଟାର୍ଗେଟ କରି ସିରିଜ ବିସ୍ଫୋରଣ ହୋଇଛି । ଏଥିରେ ତାଲିବାନୀଙ୍କ ସମେତ ୮ ଜଣ ନିହତ ହୋଇଥିବା ସୂଚନା ମିଳିଛି । ୩୦ ଜଣ ଗୁରୁତର ହୋଇଛନ୍ତି । ଆକ୍ରମଣ ପାଇଁ ଆତଙ୍କବାଦୀ ସଂଙ୍ଗଠନ ଆଇଏସ-ଖୋରାସନ ନିଜକୁ ଦାୟି କରିଛି ।

ଆକ୍ରମଣ ପରେ ନିଜ ପ୍ରତିଦ୍ୱନ୍ଦି ତଥା ଆତଙ୍କବାଦୀ ସଂଗଠନ ପକ୍ଷରୁ ତାଲିବାନ ପ୍ରତି ବିପଦ ଆଶଙ୍କା ରହିଛି। ନଙ୍ଗାରହାର ପ୍ରଦେଶ ରାଜଧାନୀ ଜଲାଲାବାଦରେ ୪ଟି ସିରିଜ୍ ବିସ୍ଫୋରଣ ହୋଇଛି । ଆକ୍ରମଣ ପରେ ଆଇଏସଆଇଏସ-କେ ଟେଲିଗ୍ରାମ ଯୋଗେ ନିଜକୁ ଦାୟି କରିଛି । ଏଥିରେ ୩୫ ତାଲିବାନୀ ମୃତାହତ ହୋଇଥିବା ଏହି ଗୋଷ୍ଠି ଦାବି କରିଛି । ମୃତକଙ୍କ ମଧ୍ୟରେ ଶିଶୁ ଓ ମହିଳା ମଧ୍ୟ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ