Masthead

ଆରମ୍ଭ ହେଲା ‘ଏରୋ ଇଣ୍ଡିଆ’୨୦୨୧

ବେଙ୍ଗାଲୁରୁ(ବଡ଼ ଖବର): ବେଙ୍ଗାଲୁରୁରୁ ଆରମ୍ଭ ହୋଇଛି ଏରୋ ଇଣ୍ଡିଆ ୨୦୨୧ । ବେଙ୍ଗାଲୁରୁ ୟଲାହାଙ୍କା ଏୟାରବେସରେ ଶକ୍ତି ପ୍ରଦର୍ଶନ କରିବ ବାୟୁସେନା । ଆନ୍ତର୍ଜାତିକ ବିମାନ ପ୍ରଦର୍ଶନରେ ସ୍ୱଦେଶୀ ବିମାନ ସମେତ ଆମେରିକାର ବିମାନ ସାମିଲ ହେବ । ଉଦଘାଟନୀ ସମାରୋହରେ ଏଲସିଏ ତେଜସ, ରାଫେଲ ଓ ଲାଇଟ ୟୁଟିଲିଟି ହେଲିକପ୍ଟରର ଉଡ଼ାଣ ଦେଖିବାକୁ ମିଳିବ । ତେବେ ସବୁଠୁ ଆର୍କଷଣ ସାଜିଛି ବିଆଇବି ଲ୍ୟାନସର ହେବି ବମ୍ବର ଫ୍ଲାଇ ବାଏ ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ଏରୋ ଇଣ୍ଡିଆରେ ଭାଗ ନେଇଛି ବିମାନ । ଆମେରିକାର ଏରୋ ଇଣ୍ଡିଆର ଯୋଗଦାନ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଆଶା କରାଯାଉଛି । ଡ଼ିଆରଡ଼ିଓ ପକ୍ଷରୁ ୩ଦିନ ଧରି ଅନୁଷ୍ଠିତ ହେବ ଏହି ଫିଜିକାଲ ଓ ଭରଚୁଆଲ ସୋ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ