Masthead

ବ୍ୟାଙ୍କରୁ ଟଙ୍କା ଗାଏବ

ପାରାଦୀପ(ବଡ଼ ଖବର ବ୍ୟୁରୋ): ବ୍ୟାଙ୍କରୁ ଗାଏବ ହେଇଯାଉଛି ଟଙ୍କା । ପାରାଦୀପ ଜିଲ୍ଲା ପାରାଦୀପଗଡ଼ ୟୁନିୟନ ବ୍ୟାଙ୍କରେ ୧୪ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପାରାଦୀପ ଲକ ଥାନାରେ ଅଭିଯୋଗ କଲେ ବ୍ୟାଙ୍କ କର୍ତ୍ତୁପକ୍ଷ । ୪ ବର୍ଷ ମଧ୍ୟରେ ବ୍ୟାଙ୍କରୁ ୧୪ ଲକ୍ଷ ୮୬ ହଜାର ୭୦୦ ଟଙ୍କା ହେରଫେର ହୋଇଯାଇଛି । ପୂର୍ବତ୍ତନ ବ୍ୟାଙ୍କ ମ୍ୟାନେଜର ଓ କର୍ମଚାରୀଙ୍କ ନା ରେ ଏତଲା ଦେଇଛନ୍ତି ଅଭିଯୋଗକାରୀ । ଏ ସମ୍ପର୍କରେ ବର୍ତ୍ତମାନର ବ୍ୟାଙ୍କ ମ୍ୟାନେଜର, ଜଣେ ଆକାଉଣ୍ଟାଟ୍ ଓ ଜଣେ ଅତିରିକ୍ତ ମ୍ୟାନେଜରଙ୍କ ନାମରେ ଏତଲା ଦେଇଛନ୍ତି । ବ୍ୟାଙ୍କ ଅଡ଼ିଟ୍ ସମୟରେ ଏହି ହେରଫେର ସାମ୍ନାକୁ ଆସିଥିଲା । ଯାହାକୁ ନେଇ ବ୍ୟାଙ୍କ ମ୍ୟାନେଜର ଲକ ଥାନାରେ ଏତଲା ଦେବା ପରେ ଆଇଆଇସି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଖୁବଶୀଘ୍ର ସମସ୍ତ କାଗଜପତ୍ର ଯାଞ୍ଚ କରାଯିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ