Masthead

ବରୀ ପରେ ଏବେ ବିଂଝାରପୁରରେ କୁମ୍ଭୀର ଆତଙ୍କ

OK

ବିଂଝାରପୁର(ବଡ଼ ଖବର ବ୍ୟୁରୋ): ବରୀ ପରେ ବିଂଝାରପୁରରେ ଦେଖାଦେଇଛି କୁମ୍ଭୀର ଆତଙ୍କ । ଖରସ୍ରୋତା ନଦୀରେ ଦେଖା ଯାଇଛି କୁମ୍ଭୀର । କୁମ୍ଭୀରକୁ ଦେଖି ସ୍ଥାନୀୟ ଅଞ୍ଚଳର ଲୋକେ ଆତଙ୍କିତ ହୋଇଯାଇଛନ୍ତି । ଓଳେଇଚନ୍ଦନପୁର ପଞ୍ଚାୟତର ଚନ୍ଦନପୁରଠାରେ ସୁମିତ୍ରା ସାମଲ ଗାଧେଇବାକୁ ଯାଇଥିବା ବେଳେ କୁମ୍ଭୀର ଦେଖିଵାକୁ ପାଇଥିଲେ ।

ପୁଣି ଅପରାହ୍ନ ସମୟରେ ଆଉ ଜଣେ ବ୍ୟକ୍ତି ନଦୀରେ କୁମ୍ଭୀର ଦେଖିଥିଲେ । କିଛି ଦିନ ତଳେ ସର୍ବସମ୍ମୁଖରେ କୁମ୍ଭୀର ଜଣେ ମହିଳାଙ୍କୁ ମର୍ମାତୁତ ଭାବେ ମାରି ଖାଇଦେଇଥିଲା । ଏପଟେ ବାରମ୍ବାର ସ୍ଥାନୀୟ ଲୋକେ କୁମ୍ଭୀର ଦେଖିଲା ପରେବି ସ୍ଥାନୀୟ ବନ ବିଭାଗ କୌଣସି ତତତ୍ପରତା ଦେଖାଉନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ