ଛତ୍ରପୁର (ବଡ଼ ଖବର ବ୍ୟୁରୋ): ଉଦ୍ଧାର ପାଇଁ ପହଞ୍ଚିଲା ଏୟାରକ୍ରାଫ୍ଟ । ଛତ୍ରପୁର ଆର୍ଯ୍ୟପଲ୍ଲୀ ନିକଟ ସମୁଦ୍ରରେ ବୁଡ଼ି ଯାଇଥିବା ଛାତ୍ରୀଙ୍କୁ ଉଦ୍ଧାର ଉଦ୍ୟମ । ଉଦ୍ଧାର ପାଇଁ ଆର୍ଯ୍ୟପଲ୍ଲୀରେ ପହଞ୍ଚିଲା ଏୟାରକ୍ରାଫ୍ଟ । ଭୁବନେଶ୍ୱରରୁ ବାହାରି ଆର୍ଯ୍ୟପଲ୍ଲୀରେ ପହଞ୍ଚିଲା ଏୟାରକ୍ରାଫ୍ଟ । ଛତ୍ରପୁର ଥାନା ଆର୍ଯ୍ୟପଲି ଗାଁ ନିକଟ ସମୁଦ୍ରରେ ୫ ଜଣ ସାଙ୍ଗହୋଇ ଗାଧୋଇବା ବେଳେ ଭାସିଯାଇଥିଲେ ।