Masthead

ଅବସର ନେଲେ ବିଗ୍ ବି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଅବସର ନେଲେ ବଲିଓଡର ମାଇଲଖୁଣ୍ଟ ବିଗ୍ ବି ଅମତାଭ ବଚ୍ଚନ । କୋଟିକୋଟି ଦର୍ଶକଙ୍କ ହୃଦୟକୁ ଜିତିଥିବା ଏହି ମହାନାୟକ ବି-ଟାଉନରୁ ଏବେ ଅଲବିଦା ନେଇଛନ୍ତି । କିଛିଦିନ ପୂର୍ବରୁ କେବିସି-୧୨ ର ଶେଷ ଏପିସୋଡ ସୁଟ ସରିଛି । ଏହି ସମୟରେ ସେ ନିଜ ବ୍ଲଗିଂଗ ଆକାଉଣ୍ଟରେ ନିଜର ଅବସର ନେବା କଥା କହିଛନ୍ତି । ଏହି ସୋ’ ର ଶେଷ ଦିନରେ ନିଜର ଟିମ ମେମ୍ବର ମାନଙ୍କ ଠାରୁ ଅନେକ ଭଲପାଇବା ସାଉଣ୍ଟିଛନ୍ତି ।

ସୂଚନାନୁଯାୟୀ, ନିକଟରେ କରୋନା ହେବା ପରେ ସେ କେବିସି-୧୨ ରେ ହୋଷ୍ଟିଂ କରିବେନି ବୋଲି ଶୁଣାଯାଉଥିଲା । ମାତ୍ର ପରେ ସେ ଜବରଦସ୍ତ ଏଣ୍ଟ୍ରି ମାରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା