Masthead

ଆତଙ୍କବାଦ ନୁହେଁ, ସମ୍ପୂର୍ଣ୍ଣ ସିଷ୍ଟମକୁ ଧ୍ୱଂସ କରିବାକୁ ହେବ: ଅମିତ ଶାହା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆତଙ୍କବାଦ ନୁହେଁ ଏହାର ସମଗ୍ର ସିଷ୍ଟମକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ପାଇଁ ମୋଦି ସରକାର ଏକ ଅଭିଯାନରେ ନିୟୋଜିତ ଅଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ନୂଆଦିଲ୍ଲୀରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)ର ତୃତୀୟ ଦୁଇ ଦିନିଆ ଆତଙ୍କବାଦ ବିରୋଧୀ ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଏହି ସମ୍ମିଳନୀକୁ ସମ୍ବୋଧିତ କରି ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା କହିଛନ୍ତି ଯେ କେବଳ ଆତଙ୍କବାଦ ନୁହେଁ ଏହାର ସମଗ୍ର ସିଷ୍ଟମକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବା ପାଇଁ ମୋଦି ସରକାର ଏକ ଅଭିଯାନରେ ନିୟୋଜିତ ଅଛନ୍ତି। ଏଥିପାଇଁ ସମସ୍ତ ଆତଙ୍କବାଦ ବିରୋଧୀ ଏଜେନ୍ସି ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଅତ୍ୟନ୍ତ ଜରୁରୀ ଅଟେ ।

ଯାହା ଦ୍ୱାରା କୌଣସି ନୂତନ ଆତଙ୍କବାଦୀ ସଂଗଠନ ଗଠନ ହୋଇପାରିବ ନାହିଁ। ଶାହା ଆହୁରି ମଧ୍ୟ କହିଛନ୍ତି ଯେ ମୋଦି ସରକାରଙ୍କ କଠୋର ନିଷ୍ପତ୍ତି ଯୋଗୁଁ ଜମ୍ମୁ କଶ୍ମୀର, ନକ୍ସଲ ପ୍ରଭାବିତ ଅଞ୍ଚଳ ତଥା ଉତ୍ତର-ପୂର୍ବରେ ହିଂସା ହ୍ରାସ କରିବାରେ ବହୁତ ସଫଳତା ମିଳିଛି। ଆତଙ୍କବାଦ ବିରୋଧରେ ଲଢେଇ ବିଶ୍ୱବ୍ୟାପୀ ତୃଣମୂଳ ସ୍ତର ପର୍ଯ୍ୟନ୍ତ ସହଯୋଗ ଏବଂ ଦେଶର ବିଭିନ୍ନ ରାଜ୍ୟର ଅଂଶଗ୍ରହଣ ଆବଶ୍ୟକ କରେ। ସେ କହିଛନ୍ତି ଯେ ଆତଙ୍କବାଦକୁ ଶେଷ କରିବା ପାଇଁ ଏନଆଇଏ ଅଧୀନରେ ଆତଙ୍କବାଦ ବିରୋଧୀ ଏକ ମଡେଲ ଗଠନ କରିବାକୁ ପଡ଼ିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ