Masthead

ଓଡ଼ିଶାରେ ଆଖି ଦେଖୁଛି ଆନ୍ଧ୍ର

କୋଟିଆ(ବଡ଼ ଖବର ବ୍ୟୁରୋ): ଓଡ଼ିଶା ସୀମାନ୍ତରେ ଆନ୍ଧ୍ର ଆଧିପତ୍ୟ ବଢାଇବାରେ ଲାଗିଛି। ବଳପୂର୍ବକ ସୀମାନ୍ତ ଅକ୍ତିଆର କରିବାକୁ ଅଡିବସିଛି। ଓଡ଼ିଶା ସରକାରଙ୍କୁ ଚ୍ୟାଲେଞ୍ଜ କରୁଛି । କୋଟିଆର ବିଭିନ୍ନ ଗାଁରେ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରିଛି ଆନ୍ଧ୍ର। ସୀମାରେ ପଶି ଓଡ଼ିଶା ଲୋକଙ୍କ ଆଖି ଦେଖୁଛି ଆନ୍ଧ୍ର। ସୀମାନ୍ତ କୋଟିଆ ଅଞ୍ଚଳର ଫାଟୁସେନେରୀ ଏବଂ ସଲପଗୁଡା ଗାଁରେ ଚକ୍ଷୁ ଚିକିତ୍ସା ଶିବିର କରି ଲୋକମାନଙ୍କର ମାଗଣା ଆଖି ପରୀକ୍ଷା କରାଇଛି ଆନ୍ଧ୍ର । ଓଡିଶା-ଆନ୍ଧ୍ର ସୀମା ବିବାଦ ଜାରି ରହିଥିବା ବେଳେ ଗତ କିଛି ଦିନ ହେଲା ଏହା ତୀବ୍ର ହେବା​‌ରେ ଲାଗିଛି । କୋଟିଆବାସୀଙ୍କୁ ଆନ୍ଧ୍ର ପକ୍ଷରୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି।  ମାଗଣା ଚକ୍ଷୁ ଚିକିତ୍ସା ଶିବିର କରି ଓଡିଶା ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଛି ଜଗନମୋହନ ସରକାର । ଏପଟେ ସବୁ ଜାଣି ନିଦା ବିଷ୍ଣୁ ପାଲଟିଛନ୍ତି ନବୀନ ସରକାର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା